ଅପରାଧଓଡ଼ିଶା ଖବରନ୍ୟୁଜ୍

ଓଡ଼ିଆ ପୁଅକୁ ରାଜସ୍ଥାନୀ ଝିଅ

ଓଡ଼ିଆ ପୁଅକୁ ରାଜସ୍ଥାନୀ ଝିଅ

କେନ୍ଦ୍ରାପଡା :-(ରିପୋର୍ଟ:-ଜନ୍ମେଜୟ ବିଶ୍ୱାଳ)ସରୋଜ ରାଜସ୍ଥାନ ଝିଅକୁ ପ୍ରେମ କଲା, ରାଜସ୍ଥାନ ଯାଇ ଶାରିରୀକ ସମ୍ପର୍କ ମଧ୍ଯ ରଖିଲା। ଆଉ ଏବେ ପ୍ରେମୀକା ଯେତେବେଳେ ଗର୍ଭବତୀ ହେଇଗଲା ଆଉ ଧରାଛୁଆଁ ଦେଉ ନାହିଁ ପ୍ରେମୀକ ସରୋଜ।

ପ୍ରେମ କରୁଥିଲା ସବୁ ସମୟରେ ଖାଲି ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ସରୋଜ। ଏମିତିକି ଶାରିରୀକ ସମ୍ପର୍କ ରଖିବାକୁ ଓଡ଼ିଶା ରୁ ଦୈଡି ଚାଲି ଯାଉଥିଲା କାରଣ ରାଜସ୍ଥାନ ରେ ରହୁଥିଲା ପ୍ରେମୀକା।

ବେଳେ ବେଳେ ମିଶିବାକୁ ଇଚ୍ଛା ହେଲେ ପ୍ରେମୀକାକୁ ଓଡ଼ିଶା ମଧ୍ଯ ଡାକୁଥିଲା କିନ୍ତୁ ଯେତେବେଳେ ପେଟରେ ଛୁଆ ହୋଇଗଲା ଶେବେ ଠାରୁ ଏବେ ଧରାଛୁଆଁ ଦେଉନି ସରୋଜ। ଆଉ ଏବେ ରାଜସ୍ଥାନ ଝିଅ ସରୋଜଙ୍କ ଘର ଆଗରେ ବସି ରହିଛନ୍ତି। ସରୋଜ ଆସିବ ତାଙ୍କୁ ଗ୍ରହଣ କରିବ।

Related posts

ମାଳି ପର୍ବତ ଖଣି ଖନନକୁ ନେଇ ସାମ୍ବାଦିକ ସମ୍ମିଳନୀ

Odisha Halchal

ଓଲଟିଲା ଯାତ୍ରୀ ବୋଝେଇ ଟ୍ରକ୍, ଶତାଧିକ ଲୋକ ଆହତ

Odisha Halchal

ଡାବୁଗାଁ ବିଧାୟକ ଙ୍କୁ କ୍ଲିନ୍ ଚିଟ୍

Odisha Halchal

Leave a Comment