ଅପରାଧଓଡ଼ିଶା ଖବରନ୍ୟୁଜ୍

ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ମୃତ

ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ମୃତ

ଛତିଶଗଡ଼ ସୀମାନ୍ତ ସୁକମା ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଟଳିଲେ ଦୁଇ ମାଓବାଦୀ । ଦୁଇ ଜଣ ମହିଳା ହୋଇଥିବା ସୁଚନା ମିଳିଛି ।

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀଙ୍କ ମୃତ ହୋଇଛି । ଏହି ଘଟଣା ପରେ ଘଟଣାସ୍ଥଳରୁ ବନ୍ଧୁକ, ମାଓ ସାମଗ୍ରୀ ଓ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ପୂର୍ବରୁ ବିଭିନ୍ନ ଜାଗାରେ ମାଓବାଦୀ ମାନେ ପୋଷ୍ଟର ଲଗାଇବା ସହ ଗାଡ଼ି ମଧ୍ୟ ପୋଡ଼ିଦେଇଥିଲେ ।

Related posts

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସତିଗୁଡ଼ା ଜଳଭଣ୍ଡାର

Odisha Halchal

ପୃଥିବୀ ଆଡ଼କୁ ଖସୁଛି ବିରାଟ ପଥର ଖଣ୍ଡ, ସତର୍କ କଲା ନାସା

Odisha Halchal

ବାତ୍ୟା ମୁକାବିଲା ନେଇ ଏସ୍‌ଆର୍‌ସିଙ୍କ ଜରୁରୀ ସୂଚନା

Odisha Halchal

Leave a Comment