ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ମୃତ

0
44
ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ମୃତ
ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ମୃତ

ଛତିଶଗଡ଼ ସୀମାନ୍ତ ସୁକମା ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଟଳିଲେ ଦୁଇ ମାଓବାଦୀ । ଦୁଇ ଜଣ ମହିଳା ହୋଇଥିବା ସୁଚନା ମିଳିଛି ।

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀଙ୍କ ମୃତ ହୋଇଛି । ଏହି ଘଟଣା ପରେ ଘଟଣାସ୍ଥଳରୁ ବନ୍ଧୁକ, ମାଓ ସାମଗ୍ରୀ ଓ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ପୂର୍ବରୁ ବିଭିନ୍ନ ଜାଗାରେ ମାଓବାଦୀ ମାନେ ପୋଷ୍ଟର ଲଗାଇବା ସହ ଗାଡ଼ି ମଧ୍ୟ ପୋଡ଼ିଦେଇଥିଲେ ।

LEAVE A REPLY

Please enter your comment!
Please enter your name here