ଅପରାଧଓଡ଼ିଶା ଖବରନ୍ୟୁଜ୍

ବିପୁଳ ପରିମାଣର ଗଞ୍ଜେଇ ଜବତ

ବିପୁଳ ପରିମାଣର ଗଞ୍ଜେଇ ଜବତ

କଟକ (ଓଡିଶା ହାଲଚାଲ):- ଗତକାଲି ବିଳମ୍ବିତ ରାତିରେ ସାଲେପୁର ଅବକାରୀ ବିଭାଗ ଓ ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ଅବକାରୀ ବିଭାଗ ନେମାଳ ଥାନା ଗୋପିନାଥପୁର ଗାଁ ର ସୁଦାମ ଚରଣ ସିଂହ ତିନୋଟି ବସ୍ତାରେ ୬୨ କିଲୋ ଗଞ୍ଜେଇ ସ୍ଥାନୀୟ ଅଂଚଳକୁ ଚାଲାଣ କରୁଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ।

୬୨ କେଜି ଗଞ୍ଜେଇ ଜବତ୍ ସହ ସୁଦାମ ଚରଣ ସିଂହ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସାଲେପୁର ଅବକାରୀ ବିଭାଗ। ଗ୍ରାମାଞ୍ଚଳ ରେ ଏହି ଚୋରା ଗଞ୍ଜେଇ କାରବାର ରେ ଆଉ କେଉଁ କେଉଁ ମାନେ ସାମିଲ ଅଛନ୍ତି ତାହାର ଛାନଭିନ କରୁଛି ଅବକାରୀ ବିଭାଗ।

Related posts

ଖେଳାଳି ମାନଙ୍କର ଐତିହାସିକ ସଫଳତା

Odisha Halchal

ଆତ୍ମହତ୍ୟା ପୂର୍ବରୁ ଟ୍ରେନ୍‌ ଲାଇନ୍‌ରୁ ମା’ପୁଅଙ୍କୁ ଉଠାଇନେଲା ପୁଲିସ

Odisha Halchal

ଅଦିନିଆ ବର୍ଷାରେ ରାସ୍ତା ଶୋଚନୀୟ

Odisha Halchal

Leave a Comment