ଓଡ଼ିଶା ଖବରନ୍ୟୁଜ୍

ମହିଳା ଙ୍କ ମୃତ୍ୟୁ ଉତ୍ୟକ୍ତ ଗ୍ରାମବାସୀ ଙ୍କ ପକ୍ଷରୁ ରାସ୍ତା ଅବରୋଧ

ମହିଳା ଙ୍କ ମୃତ୍ୟୁ ଉତ୍ୟକ୍ତ ଗ୍ରାମବାସୀ ଙ୍କ ପକ୍ଷରୁ ରାସ୍ତା ଅବରୋଧ

କଳାହାଣ୍ଡି :-(ରିପୋର୍ଟ :-ଯୁଧିଷ୍ଠିର ଭତ୍ରିଆ)ଜାତୀୟ ରାଜପଥ ୨୬ କାଲୋପଳା ଛକ ନିକଟରେ ବାଇକ ଧକ୍କାରେ ମହିଳା ଙ୍କ ମୃତ୍ୟୁ, ଉତ୍ୟକ୍ତ ଗ୍ରାମବାସୀ ଙ୍କ ପକ୍ଷରୁ ରାସ୍ତା ଅବରୋଧ, ଆଜି ମଧ୍ୟାହ୍ନ ରେ ଜୁନାଗଡ ବ୍ଲକ କାଲୋପଳା ବଜାର ନିକଟରେ ଏକ ଦ୍ରୁତ ଗତିରେ ଆସି ବାଇକ ମହିଳା ଙ୍କୁ ଧକ୍କା ଦେବା ଫଳରେ ମହିଳା ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

।ମୃତ ମହିଳା ଜଣକ ତରାପୁର ପଞ୍ଚାୟତ ଟେମରିଆପଡା ର କୁନ୍ତଳା ବାରିକ ସେ ମହିଚଳା ବ୍ୟାଙ୍କ କୁ ଆସି ଘର କୁ ଫେରିବା ବାଟରେ ବାଇକ ଧକ୍କା ଦେଇଥିବା ଜଣାପଡିଛି।

ବାଇକ ଚାଳକ କୋକସରା ବ୍ଲକ ଚିଲଡୋଙ୍ଗରି ଗ୍ରାମର ବୋଳି ଜଣାପଡିଛି।ତେବେ ମହିଳା ଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ମହିଳା ଙ୍କ ପରିବାର ଓ ସ୍ଥାନୀୟ ଗ୍ରାମବାସୀ ଙ୍କ ପକ୍ଷରୁ ଜାତୀୟ ରାଜପଥ ୨୬ କୁ ଅବରୋଧ କରି ରଖିଥିବା ସୁଚନା ମିଲିଛି ।

Related posts

ମିହିରଙ୍କ ପରିବାରକୁ ପୁଣି ମାଡ଼ି ଆସିଛି ଆଉ ଏକ ବଡ଼ ଦୁଃଖ ଖବର

Odisha Halchal

ତାମିଲକୁ ମିଳୁ ହିନ୍ଦୀ ସମାନ ଅଧିକାର, ମୁଖ୍ୟମନ୍ତ୍ରୀ ଷ୍ଟାଲିନ

Odisha Halchal

ସୀମା ଡେଇଁଲାଣି କାଠଯୋଡି ଜଳ ପ୍ରଦୂଷଣ

Odisha Halchal

Leave a Comment