ଅପରାଧଓଡ଼ିଶା ଖବରନ୍ୟୁଜ୍

ଲୁଟ ଘଟଣାରେ ସକ୍ରିୟ ଗ୍ଯାଙ୍ଗ ଗିରଫ

ଲୁଟ ଘଟଣାରେ ସକ୍ରିୟ ଗ୍ଯାଙ୍ଗ ଗିରଫ

ବଲାଙ୍ଗୀର:-(ରିପୋର୍ଟ :-ସୁନ୍ଦର ସାହୁ )କଣ୍ଟାବାଞ୍ଜି ଗୁଡ଼ୁଘାଟ ରାସ୍ତାରେ ଲୁଟ ଘଟଣାରେ ସକ୍ରିୟ ଗ୍ଯାଙ୍ଗ କୁ ଗିରଫ କରିଛି କରିଛି କଣ୍ଟାବାଞ୍ଜି ପୋଲିସ l ସୂଚନା ଅନୁସାରେ କିଛି ଦିନ ପୂର୍ବେ ବୋରୱେଲ ଗାଡି କର୍ମଚାରୀ ଙ୍କୁ ମାଡ଼ ମାରିଵା ସହ ଲୁଟ କରାଯାଇଥିଲା ।

ପୁଣି କମ ସମୟ ବ୍ୟବଧାନରେ ଲିଲୁରାମ ରାଇସମିଲ ଛକ ନିକଟ ରେ ଦୁଇ ଜଣ ଲୁଟ ଘଟଣା ର ଶିକାର ହୋଇଥିଲେ l ସ୍ଥାନୀୟ ଥାନାରେ ଅଭିଯୋଗ ଅନୁସାରେ ଥାନା ଅଧିକାରୀ ରଶ୍ମିତା ବେହେରାଙ୍କ ନେତୃତ୍ୱରେ ଗୋଟିଏ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ

। ଚଢେଉ ସମୟରେ ଚାରି ଜଣ ଙ୍କୁ ଗିରଫ କରିଛି ପୋଲିସ l ତଦନ୍ତକାରି ଅଫିସର ପୁର୍ଣିମା ଓରାମ , ଚାରି ଜଣ ଅଭିଯୁକ୍ତ ରୋହିତ ପାଣ୍ଡେ, ରୋହିତ ବଗର୍ତି, ଶୁଭମ ଟାଣ୍ଡି, ରବି ହାତୀ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି l

Related posts

ଧରାପଡିଲେ ଦୁଇ ସାଇବର ଠକ

Odisha Halchal

ଶଶୁର ଙ୍କ ସହିତ ପାପ ସମ୍ପର୍କ ନ ରଖିବା ରୁ ବୋହୂ ଙ୍କୁ ଘରୁ ବାହାର କଲେ ଶଶୁର

Odisha Halchal

ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ

Odisha Halchal

Leave a Comment