ଓଡ଼ିଶା ଖବରନ୍ୟୁଜ୍

ରାମଚଣ୍ଡୀ ଉପକୂଳ ବିକାଶ ପରିଷଦ ଶ୍ରମିକ ସଂଗଠନ ତରଫରୁ ପତକା ଉତ୍ତୋଳନ

ରାମଚଣ୍ଡୀ ଉପକୂଳ ବିକାଶ ପରିଷଦ ଶ୍ରମିକ ସଂଗଠନ ତରଫରୁ ପତକା ଉତ୍ତୋଳନ

କେନ୍ଦ୍ରାପଡ଼ା:-(ରିପୋର୍ଟ :-ଜନ୍ମେଜୟ ବିଶ୍ଵାଳ)୭୪ବର୍ଷ ପୂର୍ତ୍ତି ୭୫ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମା ରାମଚଣ୍ଡୀ ଉପକୂଳ ବିକାଶ ଶ୍ରମିକ ସଂଗଠନ ତରଫରୁ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ।

ଏଥିରେ ସଭାପତି ଫକିର ବେହେରା, ସମ୍ପାଦକ ଅଲେଖ ଚନ୍ଦ୍ର ନାୟକ, Office Exicutive ଚୈତନ୍ୟ ପ୍ରସାଦ ଦାଶ, ତାଙ୍କ ସହ ବିପିନ ମଲ୍ଲିକ, ନମିତା ମହାପାତ୍ର, ହିରଣ୍ୟ ଓଝା, ଦୀପକ କୁମାର ରାଉତ ନଳୀନ କାନ୍ତ ବେହେରା,

ବିଶ୍ଵନାଥ ରାଉତରାୟ, ପ୍ରାଥସାରଥୀ ସାମନ୍ତରାୟ (ମାଧ ଭାଇ) ଚିତ୍ତରଞ୍ଜନ ବେହେରା, ଦଶରଥ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତଙ୍କୁ ଅନ୍ତରରୁ ସ୍ଵାଧୀନତା ଦିବସ ଉପଲକ୍ଷେ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଥିଲେ।

Related posts

ଲୋକପ୍ରିୟତା ହାସଲ ପାଇଁ ସଲମାନ୍ ଖାନଙ୍କୁ ଧମକ

Odisha Halchal

ବିଶ୍ୱର ସବୁଠୁ ଲମ୍ବା କାର: ଅବତରଣ କରିପାରିବ ହେଲିକପ୍ଟର, ସୁଇମିଂ ପୁଲ ବି ରହିଛି

Odisha Halchal

ଗାନ୍ଧିଧାମ୍-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଟକିଲା ଅଧାରାସ୍ତାରେ

Odisha Halchal

Leave a Comment