ଗଂଜାମ:-(ରିପୋର୍ଟ-ଗୌର ପ୍ରସାଦ ମହାପାତ୍ର)ବିଧାୟକଙ୍କ ପ୍ରଥମ ଦରମା ଗରିବଙ୍କ ପାଇଁ । ମହାନତା ଦେଖେଇଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ।
ଛତ୍ରପୁର ବ୍ଲକ ଅନ୍ତର୍ଗତ ତୁଢ଼ୁକ ପଲ୍ଲୀ ଗ୍ରାମର ହନୁମାନ ମନ୍ଦିର ପୂଜକ ଲିଟୁ ପଣ୍ଡା ମସ୍ତିକ ରୋଗ ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି।
ଲିଟୁପଣ୍ଡାଙ୍କ ଆର୍ଥିକ ସ୍ଥିତି ସ୍ୱଛଳ ନଥିବାରୁ ଆମର ପ୍ରିୟ ବିଧାୟକ ତାଙ୍କ ପ୍ରଥମ ଦରମାରୁ ପଚିଶି ହଜାର ଟଙ୍କା ଚେକ ତାଙ୍କ ମା ଙ୍କୁ ପ୍ରଦାନ କରିଛନ୍ତି।