Category : ଜୀବନଚର୍ଯ୍ୟା

ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍

ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ବିପଜ୍ଜନକ ସ୍ମାର୍ଟଫୋନ୍ ? ଜାଣନ୍ତୁ…

Odisha Halchal
ସ୍ମାର୍ଟଫୋନ୍ କିଣିବା ସମୟରେ ଆପଣ ଅନେକ ଜିନିଷ ପ୍ରତି ନଜର ଦେଇଥାନ୍ତି, ଯଥାକ୍ରମେ ଫୋନରେ କେତେ ପ୍ରୋସେସର, ରାମ୍ ଏବଂ କ୍ୟାମେରା ସ୍ପେଶିଫିକେସନ୍ ଇତ୍ୟାଦି । କିନ୍ତୁ ଗୋଟିଏ ପଏଣ୍ଟ ଉପରେ କେହି ବି...
ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍

ଶୀଘ୍ର ଆସିବ 5G: ୪ ଲକ୍ଷ ୩୦ ହଜାର କୋଟି ଟଙ୍କାର ସ୍ପେକ୍ଟ୍ରମ୍ ନିଲାମ

Odisha Halchal
ଦେଶର ଟେଲିକମ୍ କ୍ଷେତ୍ରରେ ଆସୁଛି ବଡ଼ ବିପ୍ଲବ । ଅନଲାଇନ୍‌ରେ ନିଲାମ ହୋଇଛି 5G ସ୍ପେକ୍ଟ୍ରମ । ୪ ଲକ୍ଷ ୩୦ହଜାର କୋଟି ଟଙ୍କାର ସ୍ପେକ୍ଟ୍ରମ୍ ନିଲାମ କରାଯାଇଛି । ଅମ୍ବାନୀ ଏବଂ ଅଦାନୀ...
ଜୀବନଚର୍ଯ୍ୟାନ୍ୟୁଜ୍

ବର୍ଷା ଋତୁରେ ହୁଏ କେଶ ସମସ୍ୟା : କେଶ ଝଡ଼ିବାରୁ ମୁକ୍ତି ପାଇବାକୁ ଲଗାନ୍ତୁ ଏହି ୩ଟି ତେଲ

Odisha Halchal
ଏବେ ମୌସୁମି ପ୍ରଭାବେରେ ବର୍ଷା ହେଉଛି। ଏହି ଋତୁରେ ଲୋକମାଙ୍କର ଅଧିକ ଚୁଟି ଝଡ଼ିବା ସସସ୍ୟା ଦେଖାଯାଏ। ପ୍ରକୃତରେ ଏହି ପାଗରେ ପରିବେଶରେ ଆର୍ଦ୍ରତା ବଢୁଥିବାରୁ ଚୁଟିର ଲୋମକୂପ ବନ୍ଦ ହୋଇଯାଏ। ଏହି କାରଣରୁ...
ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍

FY୨୩ର ଆର୍ଥିକ ବିକାଶ ଅନୁମାନକୁ ସଂଶୋଧନ କଲା ଏସବିଆଇ, ଜିଡିପି ଗ୍ରୋଥ ୭.୫% ରହିବା ସମ୍ଭାବନା

Odisha Halchal
୨୦୨୨-୨୩ ଆର୍ଥିକ ବର୍ଷରେ ୭.୫ ପ୍ରତିଶତ ସହ ଭାରତର ଆର୍ଥିକ ବିକାଶ ହେବ । ଏସବିଆଇର ରିସର୍ଚ୍ଚରେ ଏହି ଦାବି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଏସବିଆଇ ନିଜର ପୂର୍ବ ଆକଳନରେ ୨୦ ବେସିସ ପଏଣ୍ଟ...
ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବର

କେନ୍ଦ୍ର ସରକାର ନେଲେ ଆଉ ଏକ ବଡ଼ ନିଷ୍ପତ୍ତି, ଖାଇବା ତେଲ ପରେ ଶସ୍ତା ହେବ ଚୀନୀ

Odisha Halchal
ଦେଶର ଜନସାଧାରଣଙ୍କୁ କେନ୍ଦ୍ର ସରକାର ମହଙ୍ଗାରୁ ମୁକ୍ତି ଦେବା ପାଇଁ ଉଦ୍ୟମ କରୁଛନ୍ତି । ପେଟ୍ରୋଲ, ଡିଜେଲ, ଖାଇବା ତେଲ ଓ ଗହମ ପରେ କେନ୍ଦ୍ର ସରକାର ଏବେ ଚୀନୀ ଦର ଶସ୍ତା କରିପାରନ୍ତି...
ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ମୁଦ୍ରାସ୍ପିତି ବୃଦ୍ଧିକୁ ନେଇ ଆକ୍ସନରେ ମୋଦି ସରକାର, ଜାଣନ୍ତୁ ମୂଲ୍ୟ ବୃଦ୍ଧିରୁ କେବେ ମିଳିବ ଆଶ୍ୱସ୍ତି

Odisha Halchal
ରେକର୍ଡ ମୁଦ୍ରାସ୍ପିତି ବୃଦ୍ଧି କେନ୍ଦ୍ରର ମୋଦି ସରକାରଙ୍କୁ ଆକ୍ସନ ନେବାକୁ ବାଧ୍ୟ କରିଛି। କେନ୍ଦ୍ର ସରକାର ରୁଟି ଓ ଛାତକୁ ଏବେ ଗୁରୁତ୍ୱ ଦେଉଛନ୍ତି। ଏଥିଲାଗି ପ୍ରାଥମିକ ପର୍ଯ୍ୟାୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ...
ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଶସ୍ତା ହେବ ଖାଇବା ତେଲ ! ଦୁଇ ବର୍ଷ ପାଇଁ ଆମଦାନୀ ଶୁଳ୍କ ସମାପ୍ତ କଲେ ସରକାର

Odisha Halchal
ପେଟ୍ରୋଲ-ଡିଜେଲ୍ ଶସ୍ତା ହେବା ପରେ ଏବେ ଖାଇବା ତେଲ ଶସ୍ତା ହେବାକୁ ଯାଉଛି। ଖାଇବା ତେଲ ଉପରେ ସରକାର ମଙ୍ଗଳବାର ବଡ ନିଷ୍ପତ୍ତି ନେଇଛନ୍ତି। ୨ ବର୍ଷ ପାଇଁ ସରକାର ତେଲ ଉପରୁ ଆମଦାନୀ...
ଓଡ଼ିଶା ଖବରଜୀବନଚର୍ଯ୍ୟାନ୍ୟୁଜ୍ମନୋରଞ୍ଜନ

ଅନୁଭବ ସେୟାର କଲେ ଅକୁହା କଥା ପାର୍ଟ-୩

Odisha Halchal
ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଦାମ୍ପତ୍ୟ କଳହ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହେବା ପରେ ଆଉ ଏକ ଭିଡିଓ ଜାରି...
ଓଡ଼ିଶା ଖବରଜୀବନଚର୍ଯ୍ୟାଦେଶ ବିଦେଶବିଶେଷ ଖବର

କମିଲା ତେଲ ଦର: ପେଟ୍ରୋଲ-ଡିଜେଲ ଉପରୁ ଭ୍ୟାଟ ହଟାଇଲା

Odisha Halchal
କେନ୍ଦ୍ର ସରକାର ଶନିବାର ଦେଶବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି । ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରିଛନ୍ତି । ସେ...
ଜୀବନଚର୍ଯ୍ୟାନ୍ୟୁଜ୍

ଏହି ପାଣି ପିଇବା ଦ୍ବାରା ଶରୀରରେ ଅଭାବ ହେବନି ରକ୍ତ

Odisha Halchal
ଏହି ପାଣି ପିଇବା ଦ୍ବାରା ଶରୀରରେ ଅଭାବ ହେବନି ରକ୍ତ, ଏହାର ଅଛି ଅନେକ ଉପକାରିତା ଶରୀରରେ ରକ୍ତ ଅଭାବ ଯୋଗୁଁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକମାନେ ଆଜିଠାରୁ ନିଜ ଖାଦ୍ୟରେ...