Category : ଜୀବନଚର୍ଯ୍ୟା

ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଜିଏସଟି ପରିଷଦର ସୁପାରିଶ କେନ୍ଦ୍ର ଓ ରାଜ୍ୟ ସରକାର ମାନିବାକୁ ବାଧ୍ୟ ନୁହନ୍ତି: ସୁପ୍ରିମକୋର୍ଟ

Odisha Halchal
ଜିଏସଟି ପରିଷଦର ସୁପାରିଶ କେନ୍ଦ୍ର ଓ ରାଜ୍ୟ ସରକାର ମାନିବାକୁ ବାଧ୍ୟ ନୁହନ୍ତି। ଏହା କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍‌ ଡି.ୱାଇ ଚନ୍ଦ୍ରଚୂଡ଼ ଏହି ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଶୁଣାଇଛନ୍ତି। ସେ କହିଛନ୍ତି...
ଓଡ଼ିଶା ଖବରଜୀବନଚର୍ଯ୍ୟାନ୍ୟୁଜ୍

ଆଦିବାସୀବହୁଳ ଅଞ୍ଚଳରେ ବର୍ଷିବ ସୁନା

Odisha Halchal
ଆଦିବାସୀବହୁଳ ଅଞ୍ଚଳର ଲୋକେ ରୋଜଗାର ପାଇଁ ମୁଖ୍ୟତଃ ବଣଜଙ୍ଗଲ ଉପରେ ନିର୍ଭର କରିଥାନ୍ତି । ୧୯୮୮ ମସିହାରୁ ବାଂଶପାଳ ବ୍ଲକ ର ଜଳଡିହା ସମେତ ଗଜପୁର, କୁଶକଳା,କଲଣ୍ଡା ଆଦି ଅଞ୍ଚଳରେ ସୁନାଖଣି ପାଇଁ ନମୂନା...
ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍

ଖରା ଦିନରେ ପିଅନ୍ତୁ ଥଣ୍ଡା କ୍ଷୀର, ମିଳିବ ଅନେକ ଫାଇଦା

Odisha Halchal
ଆପଣ କଣ ଖରା ଦିନରେ କ୍ଷୀର ପିଇବାକୁ ଚାହୁଁଛନ୍ତି ! କିନ୍ତୁ ଯଦି ଆପଣଙ୍କୁ ଥଣ୍ଡା କରି ଦିଆଯାଏ । ତାହାଲେ ସମସ୍ତେ ପିଇବେ । ପ୍ରତ୍ୟେକ ଶିଶୁଙ୍କ ଠାରୁ ଆରମ୍ଭ କରି ବୃଦ୍ଧ...
ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ପଲିଥିନରୁ ପେଟ୍ରୋଲ : ୨ କେଜି ଆବର୍ଜନାରୁ ବାହାରୁଛି ୧ ଲିଟର ଇନ୍ଧନ

Odisha Halchal
ଯେଉଁ ପଲିଥିନ୍‌ ଓ ଅଦରକାରୀ ପ୍ଲାଷ୍ଟିକ ଆବର୍ଜନାକୁ ଆମେ ବାହାରେ ଫିଙ୍ଗିଦେଉଛେ, ସେଥିରୁ ପ୍ରସ୍ତୁତ ହୋଇପାରୁଛି ପେଟ୍ରୋଲ ଓ ଜାଳେଣି ଗ୍ୟାସ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ । ସବୁଠୁ ଆଶ୍ଚର୍ଯ୍ୟର...
ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍

ଓଜନ ହ୍ରାସ କରିବାରେ ସାହାଯ୍ୟ କରେ କାକୁଡି ଜୁସ୍‌

Odisha Halchal
ସାଧାରଣତଃ ବର୍ତ୍ତମାନ ସମସ୍ତେ ଦିନସାରା ଅଫିସରେ କାମ କରୁଛନ୍ତି । ଏଥିପାଇଁ ଓଜନ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ସମସ୍ତେ ଚିନ୍ତା କରୁଛନ୍ତି କି କିଭଳି ପତଳା ହେବେ ।...
ଓଡ଼ିଶା ଖବରଜୀବନଚର୍ଯ୍ୟାନ୍ୟୁଜ୍ବିଶେଷ ଖବର

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୬ରେ ଲଘୁଚାପ ସମ୍ଭାବନା

Odisha Halchal
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ସକାଳ ୫ଟା ୩୦ରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ କରି ସୂଚନା ଦେଇଛି । ଏହି...
ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ବଢ଼ିଲା ରେପୋ ରେଟ୍‌

Odisha Halchal
ବଢ଼ିଲା ରେପୋ ରେଟ୍। ଆର୍‌ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ରେପୋ ରେଟ୍‌ ବୃଦ୍ଧି ହୋଇଥିବା ନେଇ ସୂଚନା ଦେଇଛନ୍ତି। ରେପୋ ରେଟ୍‌ ୦.୪୦ ବେସିସ୍‌ ପଏଣ୍ଟ ବୃଦ୍ଧି କରାଯାଇଛି। ଫଳରେ ରେପୋ ରେଟ୍‌ ୪.୪୦%କୁ...
ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍

ରୁଷ ଠାରୁ ଅତି ଶସ୍ତାରେ ତେଲ କିଣିବାକୁ ଚାହୁଁଛି ଭାରତ

Odisha Halchal
ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଉପରେ ଭାରତ ଚାପ ପକାଇବା ଆରମ୍ଭ କରିଛି। ଭାରତକୁ ଶସ୍ତାରେ ଅଶୋଧିତ ତୈଳ ଯୋଗାଇ ଦେବ ବୋଲି ରୁଷ କହିଥିଲା। ଏହାର ଫାଇନା ଉଠାଇ ଏବେ ଭାରତ...
ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍

ଦୌଡୁଛି ବଜାର, ସୁଧୁରୁଛି ଅର୍ଥବ୍ୟବସ୍ଥା ! ଏପ୍ରିଲରେ ସର୍ବକାଳୀନ ୧.୬୮ ଲକ୍ଷ କୋଟି ଜିଏସଟି ସଂଗ୍ରହ

Odisha Halchal
କରୋନା ମାଡରୁ ଧିରେ ଧିରେ ମୁକୁଳୁଛି ଦେଶର ଅର୍ଥବ୍ୟବସ୍ଥା। ଏପ୍ରିଲ ମାସ ସରକାରଙ୍କୁ ଦେଇଛି ଆଶ୍ୱସ୍ତିକର ଖବର । ଏପ୍ରିଲରେ ଜିଏସଟି ସଂଗ୍ରହ ନିଜର ସବୁ ପୁରଣା ରେକର୍ଡକୁ ଭାଙ୍ଗିଛି। ଗତ ମାସରେ ଜିଏସଟି...
ଜୀବନଚର୍ଯ୍ୟାନ୍ୟୁଜ୍

ପ୍ରତିଦିନ ଖାଲି ପେଟରେ ପିଅନ୍ତୁ ଗୋଟିଏ ଗ୍ଲାସ୍ ପାଣି, ମିଳିବ ଏସବୁ ଫାଇଦା

Odisha Halchal
ଜଳ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ । କିନ୍ତୁ ଆପଣ ଜାଣଛନ୍ତି କି ପ୍ରତିଦିନ ସକାଳେ ଖାଲି ପେଟରେ ପାଣି ପିଇବା ଦ୍ୱାରା ଅନେକ ରୋଗ ଆପଣଙ୍କଠାରୁ ଦୂରେଇ ରହିଥାଏ । ଘରର...