Category : ମନୋରଞ୍ଜନ

ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଦୀପିକାଙ୍କୁ ଓସ୍କାର ଆୱାର୍ଡ, ମେଣ୍ଟାଲ୍‌ ହେଲ୍‌ଥ୍‌ ସଚେତନତା ପାଇଁ ହେଲେ ପୁରସ୍କୃତ

Odisha Halchal
ଜଣେ ଅଭିନେତା ବା ଅଭିନେତ୍ରୀଙ୍କ ପାଇଁ ସବଠାରୁ ବଡ଼ ସ୍ୱପ୍ନ ଓସ୍କାର ଆୱାର୍ଡ । ସାରା ବିଶ୍ୱର ସବୁଠାରୁ ଭଲ କଳାକାରଙ୍କୁ ଏହି ଆୱାର୍ଡ ମିଳିଥାଏ । ଏହାର କ୍ୟାଟେଗୋରୀ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ହଲିଉଡ୍‌ ଅଭିନେତ୍ରୀ ପୁଟିନ୍‌ଙ୍କୁ ନେଇ ସେୟାର କଲେ ଭିଡିଓ

Odisha Halchal
ହଲିଉଡ୍‌ ଅଭିନେତ୍ରୀ ପୁଟିନ୍‌ଙ୍କୁ ନେଇ ସେୟାର କଲେ ଭିଡିଓ, କହିଲେ-ଯଦି ମୁଁ ତୁମର ମାଆ ହୋଇଥାନ୍ତି ତାହାଲେ… ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ଏବଂ ଶାନ୍ତି ଫେରାଇ...
ନ୍ୟୁଜ୍ମନୋରଞ୍ଜନ

କପିଲଙ୍କ ମା’ ଶୋ’ରେ ଗିନ୍ନିଙ୍କର କଲେ ପ୍ରଶଂସା

Odisha Halchal
କମେଡି କିଙ୍ଗ ତଥା ଅଭିନେତା କପିଲ ଶର୍ମାଙ୍କ ମା ଜନକ ରାନୀଙ୍କୁ ପ୍ରାୟତଃ ଦର୍ଶକଙ୍କ ମଝିରେ ବସି ପୁଅର ଶୋ’ ଦେଖିନ୍ତି। କପିଲଙ୍କ ମାଆ ତାଙ୍କ ବୋହୂ ଗିନ୍ନିଙ୍କ ଖୁବ୍‌ ପ୍ରଶଂସା କରିଛନ୍ତି। ନିକଟରେ...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଶ୍ରଦ୍ଧାଙ୍କ ସହ ବ୍ରେକଅପ୍‌କୁ ନେଇ ମୁହଁ ଖୋଲିଲେ ରୋହନ୍‌,ଜଣାନ୍ତୁ କଣ କହିଲେ

Odisha Halchal
ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ବର୍ତ୍ତମାନ ଖୁବ୍‌ ଚର୍ଚ୍ଚାରେ । ତାହା ପୁଣି ଫିଲ୍ମ କି ନେଇ ନୁହଁ ବରଂ ଲଭ ଲାଇପ୍‌କୁ ନେଇ । ଇଣ୍ଡଷ୍ଟ୍ରିର ଜଣାଶୁଣା ଫଟୋଗ୍ରାଫର ରୋହନ ଶ୍ରେଷ୍ଟାଙ୍କ ସହ...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

କରୋନା ସଂକ୍ରମଣ ହେଲେ ଲାରା ଦତ୍ତା, ଅଭିନେତ୍ରୀଙ୍କ ଘରକୁ ସିଲ୍‌ କଲା ବିଏମସି

Odisha Halchal
ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଲାରା ଦତ୍ତାଙ୍କ ସିଲ୍‌ ହେଲା ଘର। ବିଏମ୍‌ସି ତାଙ୍କ ପୂରା ବିଲ୍ଡିଂକୁ ସିଲ୍‌ କରିଛି। ଏଥିସହ ତାଙ୍କ ଘରେ ବାହାରେ ଏକ ନୋଟିସ୍‌ ମଧ୍ୟ...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଦ୍ୱିତୀୟ ଦିନ ସୁଦ୍ଧା ଏତେ କୋଟି ଟଙ୍କା ଆୟ କଲା ‘ବଚ୍ଚନ ପାଣ୍ଡେ’, ‘ଦି କାଶ୍ମୀର ଫାଇଲ’ ଦେଉଛି କଡ଼ା ଟକ୍କର

Odisha Halchal
ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ପ୍ରଥମ ଦିନରେ ବକ୍ସ ଅଫିସରେ ୧୩.୨୫ କୋଟି ଟଙ୍କା ଆୟ କରିଛି । ଏହି ଫିଲ୍ମ ପୁର୍ବରୁ ରିଲିଜ ହୋଇଥିବା ଦି କାଶ୍ମୀର ଫାଇଲ୍ସ ସହିତ ଥିଏଟରରେ...
ନ୍ୟୁଜ୍ମନୋରଞ୍ଜନ

ଆମିଙ୍କ ସହ ବ୍ରେକ୍‌ଅପ୍‌ ପରେ ଭାଙ୍ଗି ପଡିଥିଲେ ପ୍ରତୀକ ବବର

Odisha Halchal
ବଲିଉଡ ଅଭିନେତା ପ୍ରତୀକ ବବର ଜୀବନରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି । ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଖୁବ୍‌ ଚର୍ଚ୍ଚାରେ ଥିଲା । ଯେଉଁଥି ପାଇଁ ସେ ବିବାଦରେ ମଧ୍ୟ ଆସିଥିଲେ ।...
ନ୍ୟୁଜ୍ମନୋରଞ୍ଜନ

ଗଙ୍ଗୁବାଇ ଗେଟଅପ୍ ରେ ରାଖୀ ସାୱନ୍ତ,ଆଲିଆ ଭଟ୍ଟ ଠାରୁ ଭଲ କରୁଥିବା କହିଲେ ୟୁଜର୍ସ

Odisha Halchal
ମଥାରେ ବଡ଼ ନାଲି ଟିକିଲି,ମୁଣ୍ଡରେ ଗୋଲାପ ଫୁଲର ଖୋସା ଓ ଧଳା ଶାଢୀରେ ଗଙ୍ଗୁବାଇ ଗେଟଅପ୍‌ରେ ନଜର ଆସିଲେ ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ । “ଗଙ୍ଗୁବାଇ କାଠିଆୱାଡ଼ୀ”ରେ ଆଲିଆ ଭଟ୍ଟଙ୍କ ପରି ନାଚି...
ନ୍ୟୁଜ୍ମନୋରଞ୍ଜନ

ବିବାଦରେ କମେଡି କିଙ୍ଗ କପିଲ୍ ଶର୍ମା

Odisha Halchal
ପୁଣି ବିବାଦରେ ବଲିଉଡ୍ ର କମେଡି କିଙ୍ଗ କପିଲ ଶର୍ମା । ତାଙ୍କ ସୋରେ କପିଲ ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମର ପ୍ରମୋସନ କରିବାକୁ ମନା କରିବା ପରେ ଦେଖାଦେଇଛି ବିବାଦ । ଏବେ...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ବେଡ୍‌ରୁ ଉଠି ନୂଆ ଗୀତ ଗାଇଲେ କାଚା ବାଦାମ ଫେମ୍‌ ଭୁବନ

Odisha Halchal
ଆଖିରେ କଳା ଚଷମା ଆଉ ଦେହରେ ହଳଦିଆ କୁର୍ତା। କାନ୍ଧରେ ବ୍ୟାଗ୍‌। ଚିତା ଚଇତନ କାଟି ପୁଣି ଟ୍ରାକ୍‌ ଫେରିଛନ୍ତି କାଚା ବାଦାମ୍‌… ସିଙ୍ଗର ଭୁବନ ବାଦ୍ୟାକାର। ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ଭୁବନ...