Category : ମନୋରଞ୍ଜନ

ଅପରାଧଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ବ୍ଲାକମେଲ କ୍ୱିନ ଅର୍ଚ୍ଚନାଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

Odisha Halchal
ବ୍ଲାକମେଲ କ୍ୱିନ ଅର୍ଚ୍ଚନାଙ୍କ ଉପରେ ନିର୍ମାଣ ହେବ ଓଡ଼ିଆ ଫିଲ୍ମ । ପ୍ରଯୋଜକ ଶ୍ରୀଧର ମାର୍ଥା ଏହି ଫିଲ୍ମ ତିଆରି କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି। ଏନେଇ ପ୍ରତିକ୍ରିୟା ରଖି ପ୍ରଯୋଜକ ଶ୍ରୀଧର ମାର୍ଥା...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ନୀରିହ ଭୂତ ଚରିତ୍ରରେ ନଜର ଆସିଲେ କ୍ୟାଟ୍ରିନା

Odisha Halchal
କ୍ୟାଟ୍ରିନା କୈଫ, ଇଶାନ ଖଟ୍ଟର ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ହରର କମେଡି ଫିଲ୍ମ ‘ଫୋନ୍ ଭୁତ୍‌’ର ଟ୍ରେଲର ଲଞ୍ଚ କରାଯାଇଛି। ଟ୍ରେଲରରେ ଆପଣଙ୍କୁ ହରର ସହିତ କମେଡିର ଏକ ଡୋଜ ଦେଉଥିବାର ଦେଖିବାକୁ ମିଳିବ।...
ଦେଶ ବିଦେଶମନୋରଞ୍ଜନ

ପରଲୋକରେ ହଲିଉଡ୍‌ ସିଙ୍ଗର ଲୋରେଟା ଲିନ୍‌

Odisha Halchal
ହଲିଉଡର ପ୍ରସିଦ୍ଧ ଗାୟକ ଲୋରେଟା ଲିନ୍‌ଙ୍କ ପରଲୋକ। ୯୦ ବର୍ଷ ବୟସରେ ସେ ହଠାତ୍ ଦୁନିଆକୁ ଅଲବିଦା କହିଥିଲେ। ସେ ଶୋଇଥିବା ବେଳେ ଲୋରେଟା ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ଏନେଇ ଲୋରେଟାଙ୍କ...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଆଖିବୁଜିଲେ ବଲିଉଡର ଆଉ ଜଣେ ବର୍ଷିଆନ ଅଭିନେତା

Odisha Halchal
ପୁଣି ଫିଲ୍ମ ଜଗତରୁ ଆସିଲା ଦୁଃଖଦ ଖବର। ଆଖି ବୁଜିଲେ ଆଉ ଜଣେ ବଲିଉଡର ବରିଷ୍ଠ ଅଭିନେତା। ହିନ୍ଦୀ ଫିଲ୍ମ ଜଗତର ଜଣାଶୁଣା ଅଭିନେତା ମିଥିଲେଶ ଚର୍ତୁବେଦୀଙ୍କ ଦେହାନ୍ତ ହୋଇଛି। ଗତକାଲି ଅର୍ଥାତ ବୁଧବାର...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ରଣବୀରଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସିଲେ ଅମାଣ୍ଡା ସୈର୍ନି

Odisha Halchal
ବଲିଉଡ ଅଭିନେତା ରଣବୀର ସିଂ ତାଙ୍କର ନଗ୍ନ ଫଟୋସୁଟ ଯୋଗୁଁ ଆଜିକାଲି ଅନେକ ବିବାଦରେ ଅଛନ୍ତି । ରଣବୀରଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିବା ବେଳେ ଅନ୍ୟପକ୍ଷରେ ଇନ୍ଦୋରରେ ଅଭିନେତାଙ୍କ ପାଇଁ ପୋଷାକ ଦାନ...
ଅପରାଧଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ପପୁ ପମ୍‌ପମ୍‌ଙ୍କୁ କ୍ଲିନ୍‌ଚିଟ୍‌, ନିର୍ଦ୍ଦୋଷ ରାୟ ଦେଲେ ପକ୍ସୋ କୋର୍ଟ

Odisha Halchal
ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍‌ ମାମଲା । ଅଭିନେତା ପପୁ ପମ୍‌ପମ୍‌ ନିର୍ଦ୍ଦେଶ । ରାୟ ଶୁଣାଇଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୧୬ରେ ଜଣେ ନାବାଳିକାଙ୍କୁ ଆଣିଥିଲେ ଅଭିଯୋଗ । ଖବର ଅନୁଯାୟୀ,...
ଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ବାବୁସାନ ତାଙ୍କ ପରିବାର ଓ ଶ୍ୱଶୁରଙ୍କ ଗହଣରେ ଜନ୍ମଦିନ ପାଳିଲେ

Odisha Halchal
କୌଣସି ଗଣମାଧ୍ୟମ ଘର ଆଗରେ ଗହଳି ନ କରିବାକୁ ଅନୁରୋଧ କଲେ ଅପରାଜିତା,କହିଲେ ଆମକୁ ଏକା ଛାଡ଼ି ଦିଅନ୍ତୁ ଓଲିଉଡ଼୍ ବାବୁସାନ-ପ୍ରକୃତି-ତୃପ୍ତି ବିବାଦ ମାମଲା ଦିନକୁ ଦିନ ରୋଚକ ମୋଡ଼ ନେଉଥିବା ବେଳେ ଭିନ୍ନ...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଏହି ତାରିଖରୁ ଆରମ୍ଭ ହେବ ‘KBC -14’, ପୁରସ୍କାର ରାଶିରେ ବଡ ପରିବର୍ତ୍ତନ

Odisha Halchal
ଟେଲିଭିଜନ୍ ରିଆଲିଟି କୁଇଜ୍ ସୋ ‘କୌନ ବନେଗା କରୋଡପତି’ର ନୂଆ ସିଜିନ୍‌କୁ ସବୁ ଅପେକ୍ଷା କରି ରହିଛନ୍ତି। ହେଲେ ବର୍ତ୍ତମାନ ଶୋକୁ ଅପେକ୍ଷା କରି ରହିଥିବା ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ଏହି...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଦୀପିକା ନା ପ୍ରିୟଙ୍କା ? ଜାଣନ୍ତୁ ‘କ୍ୟାପେଟନ୍‌ ମାର୍ଭଲ୍‌’ ପାଇଁ କାହାକୁ ବାଛିଲେ ରୁସୋ ବ୍ରଦର୍ସ

Odisha Halchal
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ୍‌ ଏବେ ଜଣେ ନାମୀଦାମୀ ଷ୍ଟାର। ଯିଏ ବର୍ତ୍ତମାନ ବଲିଉଡରେ ନୁହେଁ ହଲିଉଡରେ ମଧ୍ୟ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଶଂସକ ସାରା ବିଶ୍ଵରେ ଅଛନ୍ତି। ଏଭଳି...
ଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ବଢିଲା ବର୍ଷା ପ୍ରିୟଦର୍ଶିନୀଙ୍କ ଅଡୁଆ, ଗିରଫ କରିପାରେ ଦିଲ୍ଲୀ ପୋଲିସ

Odisha Halchal
ବଢିଲା ବର୍ଷା ପ୍ରିୟଦର୍ଶିନୀଙ୍କ ଅଡୁଆ । ବର୍ଷାଙ୍କୁ ଗିରଫ କରିପାରେ ଦିଲ୍ଲୀ ପୋଲିସ । ସାଂସଦ ଅନୁଭବଙ୍କ କର୍ମଚାରୀଙ୍କୁ ଜାତିସୂଚକ ଗାଳି ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସର ସମନ । ବର୍ଷାଙ୍କ...