Category : ମନୋରଞ୍ଜନ

ଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ଭାଇରାଲ ହେଉଛି ଅଡିଓ- ସବୁବେଳେ କାହିଁକି ରାଗୁଛୁ, SORRY, LOVE YOU

Odisha Halchal
ବାବୁଶାନ- ପ୍ରକୃତି ଓ ତୃପ୍ତି ବିବାଦ ଥମିବା ନାଁ ଧରୁନି। ବାବୁଶାନଙ୍କ ଘର ବାହୁଡ଼ା ପରେ ଧୀରେ ଧୀରେ ଏହି ହାଇଡ୍ରାମାରେ ଯବନିକା ପଡ଼ିବା ପରି ଲାଗୁଥିବା ବେଳେ ପୁଣି ଥରେ ଆସିଛି ଆଉ...
ଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ବାଲକୋନୀକୁ ଆସିଲେ ବାବୁଶାନ, କହିଲେ- ଠିକ୍‌ ସମୟରେ ଠିକ୍‌ କଥା କହିବି

Odisha Halchal
ଗତକାଲିଠୁ ଚେନ୍ନାଇରୁ ଓଡ଼ିଶା ଫେରି ଆସିଥିବା ଓଲିଉଡର ଚକୋଲେଟ ବୟ ବାବୁଶାନ ଆଜି ଦେଖା ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଫ୍ୟାନ୍ସ ଗତକାଲିଠୁ ବାବୁଶାନଙ୍କ ଘର ସମ୍ମୁଖରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଅଲଗା ହେଲେ ଟାଇଗର-ଦିଶା, ୬ ବର୍ଷ ଡେଟ୍‌ କରିବା ପରେ ସମ୍ପର୍କରେ ଦ-ଏଣ୍ଡ

Odisha Halchal
ଟାଇଗର ଶ୍ରଫ ଏବଂ ଦିଶା ପଟାନି ବଲିଉଡର ଲୋକପ୍ରିୟ କପଲ୍‌ମାନଙ୍କ ମଧ୍ୟରୁ ଜଣେ। ଦୁହେଁ ପରସ୍ପରକୁ ବର୍ଷ ବର୍ଷ ଧରି ଜାଣିଛନ୍ତି । ଏହା ସତ ଯେ ଉଭୟ ନିଜ ସମ୍ପର୍କକୁ ନେଇ କେବେ...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ରଣବୀରଙ୍କ ପୂର୍ବରୁ ଏହି ସେଲିବ୍ରେଟିମାନଙ୍କ ନ୍ୟୁଡ୍‌ ଫଟୋସୁଟ୍‌ ରହିଛି ଚର୍ଚ୍ଚାରେ

Odisha Halchal
ବଲିଉଡ୍‌ର ସେଲିବ୍ରେଟିମାନେ ଅନେକ ଥର ବଡ ବଡ ପାଇଁ ଏମିତି କିଛି କରନ୍ତି , ଯେଉଁଥିପାଇଁ ସେମାନେ ଚର୍ଚ୍ଚାକୁ ଆସନ୍ତି । ହେଲେ କେତେକ କାରଣରୁ ସେମାନେ ଟ୍ରୋଲ୍‌ ମଧ୍ୟ ହୋଇଥାଆନ୍ତି । ଏହିପରି...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଭାରତ ଆସିବେ ଜଷ୍ଟିନ୍ ବିବର! ଅକ୍ଟୋବରରେ ଦେବେ ପ୍ରସ୍ତୁତି, ଟିକେଟ୍ ୪୦୦୦ ଟଙ୍କାରୁ ଆରମ୍ଭ

Odisha Halchal
ଗାୟକ ଜଷ୍ଟିନ୍ ବିବରଙ୍କ ପ୍ରଶଂସକଙ୍କ ପାଇଁ ଖୁସିଖବର ଆସିଛି । ଜଷ୍ଟିନ୍ ବିବର ବିଶ୍ୱ ଭ୍ରମଣରେ ବାହାରିବେ । ଭାରତରେ ନିଜର ପ୍ରସ୍ତୁତି ଦେବେ । ଆସନ୍ତା ଅକ୍ଟୋବର ମାସରେ ଜଷ୍ଟିନବିବର ଭାରତ ଆସିବାର...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଲୋକପ୍ରିୟ ସିଙ୍ଗର୍‌ ଜାନି ଜୋହାନଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

Odisha Halchal
ଦୁର୍ଘଟଣାର ଶିକାର ହେଲେ ଲୋପ୍ରିୟ ସିଙ୍ଗର, ମ୍ୟୁଜିକ କମ୍ପୋଜର ତଥା ଲିରିସିଷ୍ଟ ଜାନି ଜୋହାନ। ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ପଞ୍ଜାବ ସେକ୍ଟର-୮୮ରେ ଜାନି ଏକ ଭୟଙ୍କର ଦୁର୍ଘଟଣା ସମ୍ମୁଖୀନ ହୋଇଥିଲେ। ତାଙ୍କ...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

କ୍ୟାଟ୍‌ଙ୍କ ସହ ରୋମାଣ୍ଟିକ୍‌ ଫଟୋ ସେୟାର କଲେ ବିକି, ପ୍ରେଗନେନ୍ସିକୁ ନେଇ ଉଠିଲା ଚର୍ଚ୍ଚା

Odisha Halchal
ନିକଟରେ କ୍ୟାଟ୍ରିନା ମାଳଦ୍ଵୀପ୍‌ରେ ଜନ୍ମଦିନ ସେଲିବ୍ରେଟ୍‌ କରିଥିଲେ। ଏହାର ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା । ପ୍ରଥମେ କ୍ୟାଟ୍ରିନା ତାଙ୍କ ଗର୍ଲସ୍‌ ଗ୍ୟାଙ୍ଗ୍‌ ସହ ନଜର ଆସିଥିଲେ । ହେଲେ ତାଙ୍କ...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ପ୍ରଖ୍ୟାତ ଅଭିନେତା ଓ ନିର୍ଦ୍ଦେଶକ ପ୍ରତାପ ପୋଥେନ୍‌ଙ୍କ ପରଲୋକ

Odisha Halchal
ଅଭିନେତା ଓ ନିର୍ଦ୍ଦେଶକ ପ୍ରତାପ ପୋଥେନ୍‌ଙ୍କ ପରଲୋକ। ଶୁକ୍ରବାର(ଜୁଲାଇ ୧୫) ୬୯ ବର୍ଷ ବୟସରେ ଚେନ୍ନାଇ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ମିଳିଛି। ପ୍ରତାପ ତାଙ୍କ ଝିଅ କେୟା ପୋଥେନଙ୍କ ସହ ଚେନ୍ନାଇରେ ରହୁଥିଲେ।୧୯୫୨...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି

Odisha Halchal
ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ବ୍ୟବସାୟୀ ତଥା କ୍ରିକେଟ୍ ପ୍ରଶାସକ ଭାବେ ପରିଚିତ ଲଳୀତ ମୋଦୀଙ୍କ ସହ ସୁସ୍ମିତା ସଂପର୍କରେ ଏବେ ଚର୍ଚ୍ଚାରେ। ଏହାର ସୂଚନା ଲଳିତ...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

‘ଖୁଦା ହାଫିଜ’ର ଗୀତକୁ ନେଇ ବିବାଦ, ବଦଳିଲା ଶବ୍ଦ

Odisha Halchal
ଅପ୍‌କମିଂ ଫିଲ୍ମ ‘ଖୁଦା ହାଫିଜ: ଚାପ୍ଟର-୨’କୁ ନେଇ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ପୁଣିଥରେ ଏହି ଫିଲ୍ମରେ ଅଭିନେତା ବିଦ୍ୟୁତ ଜାମୱାଲ ନିଜର ଦମ୍‌ଦାର ଆକ୍ସନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ଫିଲ୍ମଟି ରିଲିଜ...