Category : ବିଶେଷ ଖବର

ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ, ଜିଲ୍ଲାପାଳମାନଙ୍କୁ ଆଲର୍ଟରେ ରଖାଯାଇଛି: ମୁଖ୍ୟ ଶାସନ ସଚିବ

Odisha Halchal
ବାତ୍ୟା ସମ୍ପର୍କରେ ଏ ଯାଏ ଜଣାପଡିନି କେଉଁ ଆଡ଼କୁ ଯିବ। ହେଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଜିଲ୍ଲାପାଳମାନଙ୍କୁ ଆଲର୍ଟ କରିକି ରଖିଛୁ। ୩ ଦିନରେ ତା ଦିଗ ଜଣାପଡ଼ିବ।...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଚୀନ ପୋଙ୍ଗୋଙ୍ଗ ହ୍ରଦରେ ନୂଆ ପୋଲ ନିକଟରେ ନିର୍ମାଣ କରୁଛି ସଡ଼କ, ସାଟଲାଇଟ୍ ଫଟୋ ଜାରି

Odisha Halchal
ଚୀନ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟ ‘ପୋଙ୍ଗୋଙ୍ଗ୍ ତ୍ସ୍ୟେ’ର ଦକ୍ଷିଣ କୂଳରେ ନୂଆ ପୋଲ ନିକଟରେ ସମ୍ଭାବିତ ସଡ଼କ ନେଟୱାର୍କ କାମ ଆରମ୍ଭ କରିଛି । ଏହାକୁ ନେଇ ସାଟଲାଇଟ୍ ଫଟୋ ମଧ୍ୟ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଆସୁଛି ସମ୍ଭାବ୍ୟ ବାତ୍ୟା, ଓଡିଶା ଉପକୂଳରେ ହିଟ୍ ନେଇ ଅଧିକାଂଶ ମଡେଲର ଆକଳନ

Odisha Halchal
ଆସୁଛି ସମ୍ଭାବ୍ୟ ବାତ୍ୟା । ଦିନକ ପରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଘୂର୍ଣ୍ଣିବଳୟ ପରବର୍ତ୍ତୀ ୨୪ ଘଣ୍ଟାରେ ଲଘୁଚାପର ରୂପ ନେବ । ବାତ୍ୟା ସମ୍ଭାବନା ନେଇ ଏଯାଏଁ...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ପୃଥିବୀ ଆଡ଼କୁ ଖସୁଛି ବିରାଟ ପଥର ଖଣ୍ଡ, ସତର୍କ କଲା ନାସା

Odisha Halchal
ପୁଣିଥରେ ପୃଥିବୀ ପ୍ରତି ସୃଷ୍ଟି ହୋଇଛି ବିପଦ। ପୃଥିବୀ ଆଡ଼କୁ ଖସୁଛି ବିଶାଳକାୟ ଉଲକା ପିଣ୍ଡ ବା ପଥର ଖଣ୍ଡ। ଚଳିତ ମାସ ଶେଷ ଭାଗ ସୁଦ୍ଧା ଏହା ପୃଥିବୀର ନିକଟର ହେବ ବୋଲି...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଲଘୁଚାପ ନିଶ୍ଚିତ ହେବ ହେଲେ ବାତ୍ୟା ଚିତ୍ର ଅସ୍ପଷ୍ଟ ରହିଛି

Odisha Halchal
ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ବୈଜ୍ଞାନିକ ଆର.କେ ଜେନାମଣି ସୂଚନା ଦେଇଛନ୍ତି । ଦକ୍ଷିଣ ଆଣ୍ଡାମାନ ସାଗରରେ ୪ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । କଳକ୍ରମେ ଘନୀଭୂତ ହୋଇ ୬ ତାରିଖ ସୁଦ୍ଧା...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଟିକା ନେବାକୁ ବାଧ୍ୟ କରିପାରିବେନି ସରକାର: ସୁପ୍ରିମକୋର୍ଟ

Odisha Halchal
ଏଣିକି କରୋନା ଟିକା ବାଧ୍ୟତାମୂଳକ ନୁହେଁ। ଏହି ଟିକା ନେବାକୁ ସରକାର କୌଣସି ବି ବ୍ୟକ୍ତିଙ୍କୁ ବାଧ୍ୟ କରିପାରିବେ ନାହିଁ। କରୋନା ଟିକାକୁ ନେଇ ଆଜି ଏଭଳି ଏକ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ରାଜ୍ୟରେ କାଳବୈଶାଖୀ ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ୪୦-୫୦ କିମି ବେଗରେ ବହିବ ପବନ

Odisha Halchal
ଆସନ୍ତା ୪ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ମେ ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହାର ପ୍ରଭାବରେ...
ଓଡ଼ିଶା ଖବରବିଶେଷ ଖବର

ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହିତ କାଳବୈଶାଖୀ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି

Odisha Halchal
ରାଜ୍ୟ ତମାମ ଆଜି ସକାଳୁ କୋହଲା ପାଗ ଲାଗି ରହିଛି । ପ୍ରବଳ ତାତିର ତ୍ରାହି ମିଳିଛି ରାଜ୍ୟ ବାସୀଙ୍କୁ । ଆଜି କେଉଁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱର ଏବଂ ଭଦ୍ରକରେ କାଳବେଶାଖୀ ହେବା...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ତାତିରେ କଲବଲ ହେଉଥିବା ଓଡିଶା ପାଇଁ ଆସୁଛି କି ବାତ୍ୟା ଭୟ, ୨ରୁ ୩ ଦିନ ଭିତରେ ସ୍ପଷ୍ଟ ହୋଇପାରେ ଚିତ୍ର

Odisha Halchal
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ କଳବଲ ସାରା ଓଡିଶା । ତେବେ ଓଡିଶା ପାଇଁ ପୁଣି ଆସୁଛି ବାତ୍ୟା ଭୟ । ମେ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତାର ଆଖପାଖ...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

କାହିଁକି ମହଙ୍ଗା ପେଟ୍ରୋଲ ଓ ଡିଜେଲ, ଜନତାଙ୍କୁ ଧୋକା ଦେଉ ନାହାନ୍ତିତ ରାଜ୍ୟ ସରକାର

Odisha Halchal
ମୂଲ୍ୟବୃଦ୍ଧିରେ ଘର ଚୁଲିମୁଣ୍ଡର ବଜେଟ୍ ସମ୍ଭାଳିବା ଏବେ କଷ୍ଟକର ହୋଇପଡିଛି। ହେଲେ ରାଜ୍ୟ ସରକାରମାନେ ତୈଳ ଉପରୁ ଭାଟ ଛାଡ କରୁ ନାହାନ୍ତି। ଏଣୁ ପ୍ରଧାନମନ୍ତ୍ରୀ ବୁଧବାର ପୁଣି ଥରେ ରାଜ୍ୟମାନଙ୍କୁ ଏ ବାବଦେ...