ଓଡ଼ିଶା ଖବରନ୍ୟୁଜ୍

ଭୟଙ୍କର ଦୁର୍ଘଟଣା

ଭୟଙ୍କର ଦୁର୍ଘଟଣା

କେନ୍ଦ୍ରାପଡ଼ା( ଜି :ପ୍ର ଓଡିଶା ହାଲଚାଲ) :-ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁ।କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଚଣ୍ଡିଖୋଲ ପାରାଦୀପ -NH ୫୩ନଂ (କ) କେନାଲ ବ୍ରିଜ ନିକଟରେ ଦୁର୍ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଆଇରନ୍ ଟ୍ରକ୍ ଧକ୍କା ହେବା ଫଳରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ । ରାସ୍ତାରେ ଛିଡ଼ା ହୋଇଥିବା ବେଆଇନ ପାର୍କିଙ୍ଗ ଟ୍ରକ୍ ଯୋଗୁ ଚାଲିଗଲା ନୀରିହ ଲୋକର ଜୀବନ। ତେବେ ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ମାର୍ଶାଘାଇ ପୋଲିସକୁ ଖବର ଦେଇଥିଲେ।

ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ଆମ୍ବୁଲାନ୍ସ ଯୋଗେ ପଠାଇଥିବା ସହିତ ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ।

Related posts

ଆଜିର ଅପଟୁଡେଟ ଖବର

Odisha Halchal

ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧ

Odisha Halchal

ଆସନ୍ତାକାଲି ଉପକୂଳ ଓଡିଶାରେ ଝଡବର୍ଷା ସମ୍ଭାବନା, ମାର୍ଚ୍ଚ ପ୍ରଥମ ସପ୍ତାହରେ ଜାରି ରହିବ ବର୍ଷା

Odisha Halchal

Leave a Comment