ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

‘ଗଙ୍ଗୁବାଇ କାଠିଆୱାଡୀ’, ଓପନିଙ୍ଗ ୱିକରେ ୪୦ କୋଟି କ୍ଲବ୍‌ରେ ସାମିଲ

‘ଗଙ୍ଗୁବାଇ କାଠିଆୱାଡୀ’, ଓପନିଙ୍ଗ ୱିକରେ ୪୦ କୋଟି କ୍ଲବ୍‌ରେ ସାମିଲ

ବକ୍ସ ଅଫିସ୍‌ରେ ଧମାଲ ମଚାଉଛି ଆଲିଆ ଭଟ୍ଟଙ୍କ ‘ଗଙ୍ଗୁବାଇ କାଠିଆୱାଡୀ’, ଓପନିଙ୍ଗ ୱିକରେ ୪୦ କୋଟି କ୍ଲବ୍‌ରେ ସାମିଲ । ଗତ ଫିଲ୍ମ ଫ୍ରାଇଡେର ରିଲିଜ୍ ହୋଇଥିବା ଗଙ୍ଗୁବାଇ ରବିବାର ସୁଦ୍ଧା ପ୍ରାୟ ୪୦ କୋଟି ଟଙ୍କାର ବ୍ୟବସାୟ କରିସାରିଲାଣି ।

ଫିଲ୍ମରେ ଆଲିଆ ଭଟ୍ଟଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିବା ବେଳେ ସିନେମାରେ ଗୀତ ଗୁଡିକ ମଧ୍ୟ ବେଶ୍ ଲୋକପ୍ରୀୟ ହୋଇପାରିଛି । ଚଳଚ୍ଚିତ୍ରଟି ଫେବୃଆରୀ ୨୫ ରେ ମୁକ୍ତିଲାଭ କରିଥିଲା ଏବଂ ଏହା ପ୍ରଥମ ଦିନରେ ପ୍ରାୟ ୧୦.୫ କୋଟି ଟଙ୍କାର ବ୍ୟବସାୟ କରିଥିଲା ।

ଫିଲ୍ମରେ ଆଲିୟାଙ୍କ ସହ ଅଜୟ ଦେବଗନ୍‌ଙ୍କୁ ମଧ୍ୟ ନିଆର ଅନ୍ଦାଜରେ ଦେଖିବାକୁ ମିଳିଛି । ସିନେମା ଟିର ନିର୍ଦ୍ଦେଶନା ବଲିଉଡ୍ ର ଦିଗଜ୍ଜ ଡାଇରେକ୍ଟର ସଞ୍ଜୟ ଲୀଲା ଭନ୍ସାଲି ଦେଇଛନ୍ତି ।

ପୁରା କାହିଣୀ ଟି ଏକ ରିୟଲ ଲାଇଫ୍ ଷ୍ଟୋରୀ ଉପରେ ପର୍ଯ୍ୟବେଶିତ । ମୁମ୍ବାଇ, ରେଡ୍ ଲାଇଟ୍ ଏରିୟା ତଥା କାମାଠିପୁରାର ଗଙ୍ଗା ନାମକ ଜଣେ ମହିଳାଙ୍କ ଏହି କାହାଣୀ ରହିଛି ଯାହାକୁ ଅତି ନିଖୁଣ ଭାବରେ ଉପସ୍ଥାପନା କରିଛିନ୍ତି ଆଲିୟା ଭଟ୍ଟ ।

Related posts

ପୌର ନିର୍ବାଚନ ସମୟରେ ନିରପେକ୍ଷ ରହିବାକୁ ସମସ୍ତ ସରକାରୀ ଅଧିକାରୀଙ୍କୁ କହିଲେ ରାଜ୍ୟ ସରକାର

Odisha Halchal

ଲଗାଣ ବର୍ଷାରେ ଭାଙ୍ଗିଲା ଘର

Odisha Halchal

ଥାନା ସାମ୍ନାରେ କିରୋସିନ ଡାଲି ମହିଳାଙ୍କ ଆତ୍ମହୁତି ଉଦ୍ୟମ

Odisha Halchal

Leave a Comment