ଓଡ଼ିଶା ଖବରନ୍ୟୁଜ୍

ରେଳ ଲାଇନରେ କଲେଜ ଛାତ୍ରୀଙ୍କ ରାସଲୀଳା

ରେଳ ଲାଇନରେ କଲେଜ ଛାତ୍ରୀଙ୍କ ରାସଲୀଳା

କେନ୍ଦ୍ରାପଡ଼ା:-ରେଳ ଲାଇନରେ ରାସଲୀଳା କରି ଫସିଲେ କଲେଜ ଯୁବତୀ। ରେଳ ଲାଇନରେ ନିସ୍ତୁକ ମାଡ଼। ଯିଏ ଯେମିତି ପାରିଲା ସେମିତି ଛେଚିଲା।

ଛାଡ଼ିଗଲା ପ୍ରେମ ନିଶା। ରେଳ ଲାଇନରେ କଲେଜ ଯୁବତୀ ଯୁବକ ସହ ରାସଲୀଳା କରିବା ମହଙ୍ଗା ପଡିଲା। ରେଳ ଲାଇନରେ କଲେଜ ଯୁବତୀ ଯୁବକଙ୍କୁ କାବୁ କରି ନିର୍ଧୁମ ଛେଚିଲେ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା କଜଳା ରେଳ ଲାଇନ ଉପରେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Related posts

ୟୁଜର୍ସ କହିଲେ-‘ ଏବେ ପନ୍ତଙ୍କ କ୍ୟାରିୟର ଶେଷ’

Odisha Halchal

ଲକ୍ଷ ଲକ୍ଷ ଟଙ୍କାର ନକଲି ଔଷଧ ଜବତ

Odisha Halchal

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମୋକଡ୍ରିଲ

Odisha Halchal

Leave a Comment