ଅପରାଧଓଡ଼ିଶା ଖବରନ୍ୟୁଜ୍

ପୁସ୍ପା ଷ୍ଟାଇଲ୍ ରେ ଚାଷ ଜମିରୁ ଚନ୍ଦନ କାଠ ଚୋରି

ପୁସ୍ପା ଷ୍ଟାଇଲ୍ ରେ ଚାଷ ଜମିରୁ ଚନ୍ଦନ କାଠ ଚୋରି

ଗଞ୍ଜାମ:-(ରିପୋଟ୍ :– ପୂର୍ଣ୍ଣ ଚନ୍ଦ୍ର ପୋଲାଈ) ଦକ୍ଷୀଣ ଘୁମୁଷର ବନଖଣ୍ତ ବୁଗୁଡା ବନାଞ୍ଚଳରେ ଚାଲିଛି କାଠମାଫିଆ ଙ୍କ ରାଜ୍ ହେଲେ ବନବିଭାଗର ଉଦାସିନତା ରେ ରାତାରାତ୍ ଲକ୍ଷଲକ୍ଷ ଟଙ୍କାର ଚନ୍ଦନ ଗଛ କାଟି ଲୁଟି ଚାଲିଛନ୍ତି କାଠମାଫିଆ ଓ ବହୁ ଲାଭବାନ୍ ହେଉଛନ୍ତି କାଠମାଫିଆ ା ସେହିପରି ବୁଗୁଡା ବନାଞ୍ଚଳରେ ବନ୍ଯପ୍ରାଣି ଶିକାର ଓ ଜଙ୍ଗଲ ଚୋରି ବହୁଦିନ ଧରି ଲାଗିରହିଥିଲେ ମଧ୍ୟ ରୋକିପାରୁନି ବନବିଭାଗ !

ଯାହାଦ୍ୱାରା କି ବୁଗୁଡା ବନାଞ୍ଚଳରେ ବନ୍ଯପ୍ରାଣି ତଥା ଜଙ୍ଗଲ କାଠ ସମେତ ଚାଷିଙ୍କର ମଧ୍ୟ ଚାଷ ଜମିରୁ ବହୁ ମୁଲ୍ଯବାନ ଚନ୍ଦନ ଗଛ ମଧ୍ୟ ଚୋରି ଚାଲିଛି ା ଏନେଇ ବନବିଭାଗ କୌଣସି ପଦକ୍ଷପ ନନେଉଥିବା ଜଣାପଡିଥିବା ବେଳେ ସୋଲଣ୍ତିଗାଁର ବନସୁରକ୍ଷା ସମିତିର ସଭାପତି କେଦାର ଗୌର ଜେନା ଙ୍କ ମଧ୍ଯ ଚାଷଜମିରୁ ଚାରୋଟି ଚନ୍ଦନ ଗଛ କୁ କାଠମାଫିଆ ମାନେ କାଟି ନେଇ ଚାଲିଜାଇଛନ୍ତି !

ଯାହାର ମୁଲ୍ୟ ପ୍ରାୟ ଏକ କୋଟି ଟଙ୍କା ପାଖାପାଖି ହେବ ବୋଲି କହିଛନ୍ତି ବନସୁରକ୍ଷା ସମିତିର ସଭାପତି !dfoଙ୍କ କହିବା ଅନୁଜାଇ ତଦନ୍ତ ହେବ ଓ ପାଟ୍ରେଲିଙ୍ଗ୍ କରିବା ବ୍ୟବସ୍ଥା କଥା କହିଥିବାବେଳେ ଏମିତିକି ଗ୍ରାମବାସି କହିଛନ୍ତି ଦୁଇବର୍ଷ ତଥା ତିନିବର୍ଷରେ ଥରେ ବନବିଭାଗ ଗାଁକୁ ଆସୁଥିବା କଥା ା

Related posts

ମହଙ୍ଗା ପଡ଼ିଲା ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ

Odisha Halchal

ପୁଅର କଟୁରୀ ଚୋଟରେ ବାପା ଓ ଖୁଡ଼ିଙ୍କ ସମେତ ୫ ଜଣ ଗୁରୁତର

Odisha Halchal

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମୋକଡ୍ରିଲ

Odisha Halchal

Leave a Comment