ଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ବାପାଙ୍କୁ ଚିଠି ଲେଖି ଜୀବନ ହାରିଲେ

ବାପାଙ୍କୁ ଚିଠି ଲେଖି ଜୀବନ ହାରିଲେ

ବାପାଙ୍କୁ ଚିଠି ଲେଖି ଜୀବନ ହାରିଲେ ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା । ମିସ୍ ୟୁ ବାବା। ମୁଁ ଉପରେ ଥାଇ ତୁମକୁ ବହୁତ ମିସ୍ କରିବି। ମୁଁ କାହା କଥା କେବେ ଶୁଣେନି। ମୁଁ ଗୋଟେ ବହୁତ ଖରାପ ଝିଅ। ମୋ ମୃତ୍ୟୁକୁ ନେଇ କାହାକୁ ଦାୟୀ କରିବନି। ଆଉ ଯଦି କାହା ନାଁରେ ଅଭିଯୋଗ ଦେବ ମୁଁ କାହାରିକୁ ଛାଡ଼ିବିନି।

ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝା ଏହିଭଳି କେଇ ପଦ କଥା କାଗଜରେ ଲେଖିବା ପରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗତକାଲି ରାତି ପ୍ରାୟ ୧୦ଟା ୩୦ରେ ନୂଆପଲ୍ଲୀ ଥାନା ପୁଲିସ ଖବର ପାଇ ରଶ୍ମିରେଖା ରହୁଥିବା ଗଡ଼ସାହିର ଭଡ଼ା ଘରେ ପହଞ୍ଚିଥିଲା।

ସେଠାରେ ରଶ୍ମିରେଖାଙ୍କ ଶବ ଫ୍ୟାନ୍‌ରେ ଝୁଲୁଥିଲା। ପରେ ପୁଲିସ ଶବ ଜବତ କରିଥିଲା। ଶବ ନିକଟରେ ଥିବା ଟେବୁଲ୍‌ ଉପରୁ ପୁଲିସ ସୁଇସାଇଡ୍ ନୋଟ୍ ଜବତ କରିଛି।

Related posts

ଚନ୍ଦ୍ରଶେଖରପୁର ଥାନାରେ ହାଇଡ୍ରାମା – ପ୍ରେମିକା କହିଲା- ମୋତେ ବାହା ହଅ, ନହେଲେ ଆତ୍ମହତ୍ୟା କରିବି

Odisha Halchal

ରାଜ୍ୟ ସ୍ତରୀୟ ବେଟ୍ ବିଣ୍ଟନ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି

Odisha Halchal

ହତ୍ୟାକୁ ଆତ୍ମହତ୍ୟାର ରୂପ ଦେଉଥିବା ଅଭିଯୋଗ

Odisha Halchal

Leave a Comment