ଓଡ଼ିଶା ଖବରନ୍ୟୁଜ୍

ଟ୍ରାକ୍ଟରକୁ ଧକ୍କାଦେଲା ଟ୍ରକ

ଟ୍ରାକ୍ଟରକୁ ଧକ୍କାଦେଲା ଟ୍ରକ

ନୂଆପଡା ଜିଲ୍ଲା ୩୫୩ ଜାତୀୟ ରାଜପଥ ର କୁରୁମପୁରୀ ଗାଁ ନିକଟରେ ଟ୍ରାକ୍ଟରକୁ ଧକ୍କାଦେଲା ଟ୍ରକ। ଘଟଣାସ୍ଥଳରେ ଦୁଇ ଟ୍ରାକ୍ଟର ଆରୋହୀ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ।

ଦୁଇ ମୃତ ଶ୍ରମିକ ହେଲେ କୋମନା ଥାନା ଅନ୍ତର୍ଗତ ଧୂମାଭଟା ଗାଁର କଳସିକା ନିଆଲ ଓ ଭାଗିରଥୀ ସତନାମି । ଘଟଣାସ୍ଥଳରେ ଲଖନା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

୯ବର୍ଷର ପୁତୁରା ଉପରେ ଅକଥନୀୟ ଅତ୍ୟାଚାର, ଦାଦା ଓ ଖୁଡ଼ିର ବର୍ବରତା

Odisha Halchal

ତ୍ରିରଙ୍ଗାକୁ ଅସମ୍ମାନ କଲେ ମହାବିଦ୍ୟାଳୟର ଡାଇରେକ୍ଟର

Odisha Halchal

ବିବାହ ସମୟରେ କନ୍ୟା ପ୍ରେମିକ ସହ ଫେରାର୍‌

Odisha Halchal

Leave a Comment