ଟ୍ରାକ୍ଟରକୁ ଧକ୍କାଦେଲା ଟ୍ରକ

0
65
ଟ୍ରାକ୍ଟରକୁ ଧକ୍କାଦେଲା ଟ୍ରକ
ଟ୍ରାକ୍ଟରକୁ ଧକ୍କାଦେଲା ଟ୍ରକ

ନୂଆପଡା ଜିଲ୍ଲା ୩୫୩ ଜାତୀୟ ରାଜପଥ ର କୁରୁମପୁରୀ ଗାଁ ନିକଟରେ ଟ୍ରାକ୍ଟରକୁ ଧକ୍କାଦେଲା ଟ୍ରକ। ଘଟଣାସ୍ଥଳରେ ଦୁଇ ଟ୍ରାକ୍ଟର ଆରୋହୀ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ।

ଦୁଇ ମୃତ ଶ୍ରମିକ ହେଲେ କୋମନା ଥାନା ଅନ୍ତର୍ଗତ ଧୂମାଭଟା ଗାଁର କଳସିକା ନିଆଲ ଓ ଭାଗିରଥୀ ସତନାମି । ଘଟଣାସ୍ଥଳରେ ଲଖନା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.