ଓଡ଼ିଶା ଖବରନ୍ୟୁଜ୍

ଆକାଶବାଣୀ ନିର୍ଦ୍ଦେଶକ ଅଭୟ କୁମାର ଦାସଙ୍କୁ ବିଦାୟ ସମ୍ବର୍ଦ୍ଧନା

ଆକାଶବାଣୀ ନିର୍ଦ୍ଦେଶକ ଅଭୟ କୁମାର ଦାସଙ୍କୁ ବିଦାୟ ସମ୍ବର୍ଦ୍ଧନା

ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଅଭୟ କୁମାର ଦାସଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଆକାଶବାଣୀ ଶ୍ରୋତା ପରିଷଦ ପକ୍ଷରୁ ସମ୍ମିଳନୀ କକ୍ଷରେ ଆୟୋଜିତ। ଏହି ସଭାରେ ଅଞ୍ଜନ ପରିଡ଼ା ପୈରୋହିତ୍ୟ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସନ୍ଧ୍ୟାରାଣୀ ବିଶ୍ୱାଳ ,ଅପରାଜିତା ସାହୁ ,ସୁନୀଲକାନ୍ତ ମହାନ୍ତି ,ରଶ୍ମିରଞ୍ଜନ ସାହୁ ,କ୍ଷୀତିଶ ଚନ୍ଦ୍ର କର ପ୍ରମୁଖ ଉପସ୍ଥିତ ଥିଲେ।

Related posts

ହାତୀ ଭାଙ୍ଗିଲା ଘର, ୨ ଗୁରୁତର

Odisha Halchal

ରାସ୍ତାକଡ଼ରେ ପଡ଼ିଥିବା ବସ୍ତାରୁ ବାହାରିଲା ଯୁବକଙ୍କ ମୃତଦେହ

Odisha Halchal

କଣ୍ଟାମାଳ ଲୋକ ମହୋତ୍ସବ ଉଦଯାପିତ

Odisha Halchal

Leave a Comment