ଅପରାଧଓଡ଼ିଶା ଖବରନ୍ୟୁଜ୍

ପଥର ତଳୁ ମାଓ ବିସ୍ପୋରକ ଉଦ୍ଧାର କଲେ ସୁରକ୍ଷା ବାହିନୀ

ପଥର ତଳୁ ମାଓ ବିସ୍ପୋରକ ଉଦ୍ଧାର କଲେ ସୁରକ୍ଷା ବାହିନୀ

ମାଲକାନଗିରି:-(ରିପୋର୍ଟ-କ୍ରିଷ୍ଣପଦୋ ରାୟ) ମାଲକାନଗିରି ଜିଲ୍ଲା ଟେକଗୁଡ଼ା ଦୁଲାଗାଣ୍ଡି ଜଙ୍ଗଲ ର ପଥର ତଳୁ ମାଓ ବିସ୍ପୋରକ ଉଦ୍ଧାର କଲେ ସୁରକ୍ଷା ବାହିନୀ।

ଓଡ଼ିଶା ଆନ୍ଧ୍ର ସୀମାନ୍ତ ରେ ବିଏସଏଫ ଆର ଏଫ୍ ସୁରକ୍ଷା ବାହୀନି ଓ ମାଲକାନଗିରି ଜିଲ୍ଲା ପୋଲିସ ର ମିଲିତ ଅପରେସନ କରିଥିଲେ ଏକ ସୂଚନା କୁ ଆଧାର କରି ସର୍ଚ ଅପରେସନ ପାଇ ବାହାରିଥିଲେ ତେବେ , ସୁରକ୍ଷା ବାହିନୀ ତରଫରୁ ମାଲକାନଗିରି ଜିଲ୍ଲା ଟେକଗୁଡ଼ା ଦୁଲାଗାଣ୍ଡି ଜଙ୍ଗଲ ର ପଥର ତଳୁ ମାଓ ବିସ୍ପୋରକ ଉଦ୍ଧାର କଲେ ଏକ ଟିଫିନ୍ ଆଇଡି ୮୯ କେଜି ସହିତ ୧୭୩ ଜେଲୋଟିନ ଉଦ୍ଧାର କଲେ, ଏକ ବଡ଼ ଧରଣର ହିଂସାକାଣ୍ଡ ମାଓବାଦୀ ତରଫରୁ ରଚିଥିବା ବେଳେ ତାକୁ ପଣ୍ଡ କଲେ ସୁରକ୍ଷା ବାହିନୀ। ଏକ ବଡ଼ ଧରଣର ଅଘଟଣ ରୁ ବର୍ତିଲେ ଜବାନ

ଏମପିଭି-୨୧ ଅଂଚଳରେ ବିଏସ୍‌ଏଫ୍‌ ଏବଂ ପୁଲିସର ମିଳିତ କମ୍ବିଂ ଅପରେସନ ସମୟରେ ଜଂଗଲରୁ ଲ୍ୟାଣ୍ଡମାଇନ ଏବଂ ୪ଟି ବ୍ୟାଗ ଜିଲୋଟିନ ଉଦ୍ଧାର କରାଯାଇଛି। ବିଏସ୍‌ଏଫ ଯବାନମାନେ ଏହାକୁ ନିଷ୍କ୍ରିୟ ମଧ୍ୟ କରିଛନ୍ତି।

Related posts

ପଶ୍ଚିମରେ ବର୍ଷିବ ନିଆଁ : ୪୪ ଡିଗ୍ରୀ ଟପିବ ପାରଦ

Odisha Halchal

ପୁଅର ନିଶା ଛଡ଼ାଇ ଦେବେ କହି ହତ୍ୟା

Odisha Halchal

ମହିଳାଙ୍କୁ ଦୁଷ୍କର୍ମ ପରେ ପ୍ରାଇଭେଟ୍ ପାର୍ଟରେ ରଡ଼ ପୂରାଇଦେଲେ

Odisha Halchal

Leave a Comment