ଅପରାଧଓଡ଼ିଶା ଖବରନ୍ୟୁଜ୍

ମହଙ୍ଗା ପଡ଼ିଲା ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ

ମହଙ୍ଗା ପଡ଼ିଲା ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ

ମହଙ୍ଗା ପଡ଼ିଲା ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ । ଝାରପୋଖରିଆ ଥାନାର ୩ ପୋଲିସ କର୍ମଚାରୀ ନିଲମ୍ବିତ । ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ମୟୂରଭଞ୍ଜ ଏସପି ।

୨ ASI ସ୍ମୃତିରଞ୍ଜନ ସ୍ଵାଇଁ ଓ ଚନ୍ଦନ କୁମାର ସିଂ ନିଲମ୍ବିତ ମଧ୍ୟ ହୋଇଥିବା ଜଣାପଡିଛି । କନଷ୍ଟେବଳ ଦୀପକ କୁମାର ପାଲବାବୁ ମଧ୍ୟ ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ ସମ୍ପର୍କିତ ଅଡିଓ ଭାଇରାଲ ହୋଇଥିଲା ।

Related posts

ଆଗୁଆ ଜାମିନ ଆବେଦନ ଶୁଣାଣି ପୂର୍ବରୁ ବନ୍ଧା ହେଲେ ଜଗବନ୍ଧୁ

Odisha Halchal

ପୁଣି ଫୁଟିଲା ଗୁଳି

Odisha Halchal

ପୋଖରୀ ଖୋଳାରେ ବ୍ୟାପକ ହରିଲୁଟ

Odisha Halchal

Leave a Comment