Wednesday, October 5, 2022
Homeଅପରାଧମହଙ୍ଗା ପଡ଼ିଲା ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ

ମହଙ୍ଗା ପଡ଼ିଲା ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ

ମହଙ୍ଗା ପଡ଼ିଲା ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ । ଝାରପୋଖରିଆ ଥାନାର ୩ ପୋଲିସ କର୍ମଚାରୀ ନିଲମ୍ବିତ । ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ମୟୂରଭଞ୍ଜ ଏସପି ।

୨ ASI ସ୍ମୃତିରଞ୍ଜନ ସ୍ଵାଇଁ ଓ ଚନ୍ଦନ କୁମାର ସିଂ ନିଲମ୍ବିତ ମଧ୍ୟ ହୋଇଥିବା ଜଣାପଡିଛି । କନଷ୍ଟେବଳ ଦୀପକ କୁମାର ପାଲବାବୁ ମଧ୍ୟ ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ ସମ୍ପର୍କିତ ଅଡିଓ ଭାଇରାଲ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର