ଓଡ଼ିଶା ଖବରନ୍ୟୁଜ୍

ଵିଜୟ ପ୍ରଧାନ ଙ୍କ ବିୟୋଗରେ ମହାକାଳପଡ଼ା ସ୍ତବ୍ଧ

ଵିଜୟ ପ୍ରଧାନ ଙ୍କ ବିୟୋଗରେ ମହାକାଳପଡ଼ା ସ୍ତବ୍ଧ

ମହାକାଳପଡ଼ା :-(ରିପୋର୍ଟ-ଶଶୀଭୂଷଣ ରାଉତ)ଗତ କାଲି ରାତି ୨ଟା ଵେଳେ ସ୍ଵର୍ଗତ ଵିଜୟ ପ୍ରଧାନ ଙ୍କ ବିୟୋଗରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ରେ ଶୋକର ଛାୟା ଖେଳିଯାଇଛି। ସେ ଥିଲେ ମହାକାଳପଡ଼ା ମାଟିର ମଣିଷ ।

ସେ ସବୁ ଵେଳେ ମହାକାଳପଡ଼ା ମାଟି ପାଇଁ ଲଢ଼େଇ କରନ୍ତି। ବିଗତ ଦିନରେ କଂଗ୍ରେସ ଏବଂ ୨୦୧୯ ନିର୍ବାଚନ ରେ ଵିଜେପି ଦଳରୁ ଟିକେଟ ପାଇ ଅତନୁସଵ୍ଯସାଚୀ ନାୟକଙ୍କ ଠାରୁ କମ୍ ବ୍ଯବଧାନରେ ପରାଜିତ ହୋଇଥିଲେ।

ମହାକାଳପଡ଼ା ବିଜେପି ଦଳର ଅପୂରଣୀୟ କ୍ଷତି ଘଟିଛି। ଭୁବନେଶ୍ବର ରୁ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ପରିକ୍ରମା କରି ସ୍ବର୍ଗ ଦ୍ଵାରରେ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର କରିବେ ବୋଲି ଜଣାପଡ଼ିଛି।

Related posts

ଆହୁରୀ ଘନେଇଲା ବର୍ଷା-ଅନୁଭବ ପାରିବାରିକ ବିବାଦ

Odisha Halchal

ରୁଷ ଠାରୁ ଅତି ଶସ୍ତାରେ ତେଲ କିଣିବାକୁ ଚାହୁଁଛି ଭାରତ

Odisha Halchal

କଟକର ରୁପା ତାରକସୀକୁ ଜିଆଇ ମାନ୍ୟତା

Odisha Halchal

Leave a Comment