Month : July 2022

ଖେଳଦେଶ ବିଦେଶନ୍ୟୁଜ୍

ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ମୀରବାଈ ଚାନୁ

Odisha Halchal
ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ। ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତକୁ ଗର୍ବିତ କରିଥିବା ମହିଳା ଭାରୋତ୍ତୋଳକ ମୀରାବାଈ ଚାନୁ ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।...
ଖେଳଦେଶ ବିଦେଶନ୍ୟୁଜ୍

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଦ୍ୱିତୀୟ ପଦକ ଦେଲେ ଗୁରୁରାଜା ପୂଜାରୀ

Odisha Halchal
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଛି ଦ୍ୱିତୀୟ ପଦକ। ଭାରୋତ୍ତୋଳନରେ ଗୁରୁରାଜା ପୂଜାରୀ ଭାରତ ପାଇଁ ଜିତିଛନ୍ତି ବ୍ରୋଞ୍ଜ ପଦକ। ଏହାପୂର୍ବରୁ ୫୫ କେଜି ଭାରୋତ୍ତୋଳନ ବର୍ଗରେ ସଙ୍କେତ ମହାଦେବ ସାଗର ଭାରତ ପାଇଁ ରୌପ୍ୟ...
ଅପରାଧଓଡ଼ିଶା ଖବରନ୍ୟୁଜ୍

କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନରୁ ମୃତ୍ୟୁ ଘଟଣା: ୪ ଡାକ୍ତରଙ୍କୁ ୱାର୍ଣ୍ଣିଂ

Odisha Halchal
କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ୪ ଜଣ ଡାକ୍ତରଙ୍କୁ ୱାର୍ଣ୍ଣିଂ ଦିଆଯିବା ସହ ଜଣେ ଡାକ୍ତରଙ୍କୁ ବଦଳି କରାଯାଇଛି । ଭୁଲ ଇଞ୍ଜେକ୍ସନ ଯୋଗୁଁ...
ଅପରାଧଓଡ଼ିଶା ଖବରନ୍ୟୁଜ୍

ନାବାଳିକାଙ୍କୁ କମେଣ୍ଟ ମାରିବା ନେଇ ନାବାଳକକୁ ହତ୍ୟା

Odisha Halchal
କୋରାପୁଟ ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ କମେଣ୍ଟ ମରାକୁ କେନ୍ଦ୍ର କରି ତୁମୁଳକାଣ୍ଡ ଘଟିଛି । ଅଭିଯୁକ୍ତଙ୍କ ଆକ୍ରମଣରେ ନାବାଳିକାଙ୍କ ସହିତ ଥିବା ନାବାଳକଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ, ଏହି ଘଟଣା...
ଅପରାଧଓଡ଼ିଶା ଖବରନ୍ୟୁଜ୍

ଖଜୁରିଆ ଗ୍ରାମରୁ ୪ କେଜି ୭ଶହ ଗଞ୍ଜେଇ ଜବତ ଫ୍ଲାଇଙ୍ଗ ସ୍କ୍ୱାର୍ଡ, ମହିଳା ଗିରଫ

Odisha Halchal
ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ,ବ୍ରାଉନସୁଗାର ଆଦି ମାଦକ ଦ୍ରବ୍ୟର ଚୋରା ଚାଲାଣ ବହୁଳ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ଏହି କିଛି ଦିନ ହେବ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ...
ଖେଳଦେଶ ବିଦେଶନ୍ୟୁଜ୍

ଫାଇନାଲରେ ଶ୍ରୀହରି, ସ୍ୱର୍ଣ୍ଣ ପଦକ ଆଶା

Odisha Halchal
ଭାରତୀୟ ସନ୍ତରଣକାରୀ ଶ୍ରୀହରୀ ନଟରାଜ ବିଜୟ ଧାରା ବଜୟେ ରଖି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ପୁରୁଷ ୧୦୦ ମିଟର ବ୍ୟାକଷ୍ଟ୍ରୋକ ଇଭେଣ୍ଟ ଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି । ଶନିବାର ଅନୁଷ୍ଠିତ ଏହି ଇଭେଣ୍ଟର...
ଦେଶ ବିଦେଶନ୍ୟୁଜ୍

ଭାରତର ପ୍ରଥମ ମଙ୍କିକ୍ସ ରୋଗୀ ସଂପୂର୍ଣ୍ଣ ଆରୋଗ୍ୟ, ଖୁବଶୀଘ୍ର ହସ୍ପିଟାଲରୁ ହେବେ ଡିସଚାର୍ଜ

Odisha Halchal
ଦେଶର ପ୍ରଥମ ମଙ୍କିକ୍ସ ରୋଗୀ ତଥା ଥିରୁବାନ୍ତପୁରମ୍‌ ସରକାରୀ ମେଡିକାଲ୍‌ କଲେଜରେ ଚିକିତ୍ସିତ ହେଉଥିବା କେରଳର ଜଣେ ବ୍ୟକ୍ତି ଏହି ରୋଗରୁ ମୁକ୍ତି ପାଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭେନା ଜର୍ଜ କହିଛନ୍ତି ।...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଏହି ତାରିଖରୁ ଆରମ୍ଭ ହେବ ‘KBC -14’, ପୁରସ୍କାର ରାଶିରେ ବଡ ପରିବର୍ତ୍ତନ

Odisha Halchal
ଟେଲିଭିଜନ୍ ରିଆଲିଟି କୁଇଜ୍ ସୋ ‘କୌନ ବନେଗା କରୋଡପତି’ର ନୂଆ ସିଜିନ୍‌କୁ ସବୁ ଅପେକ୍ଷା କରି ରହିଛନ୍ତି। ହେଲେ ବର୍ତ୍ତମାନ ଶୋକୁ ଅପେକ୍ଷା କରି ରହିଥିବା ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ଏହି...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଦୀପିକା ନା ପ୍ରିୟଙ୍କା ? ଜାଣନ୍ତୁ ‘କ୍ୟାପେଟନ୍‌ ମାର୍ଭଲ୍‌’ ପାଇଁ କାହାକୁ ବାଛିଲେ ରୁସୋ ବ୍ରଦର୍ସ

Odisha Halchal
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ୍‌ ଏବେ ଜଣେ ନାମୀଦାମୀ ଷ୍ଟାର। ଯିଏ ବର୍ତ୍ତମାନ ବଲିଉଡରେ ନୁହେଁ ହଲିଉଡରେ ମଧ୍ୟ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଶଂସକ ସାରା ବିଶ୍ଵରେ ଅଛନ୍ତି। ଏଭଳି...
ଅପରାଧଓଡ଼ିଶା ଖବରନ୍ୟୁଜ୍

ଚୋରି ଅଭିଯୋଗରେ ଓଡିଆ ଯୁବକଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ

Odisha Halchal
ଚୋରି ଅଭିଯୋଗରେ ଓଡିଆ ଯୁବକଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକର ବେଙ୍ଗାଲୁରୁ ସିଟିର ସଦାଶିବ ନଗର ପୋଲିସ ଅଚାନକ ପହଞ୍ଚିଥିଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଦେକୁଡି ଗ୍ରାମରେ । ବାଲିଚନ୍ଦ୍ରପୁର...