ଅପରାଧଓଡ଼ିଶା ଖବରନ୍ୟୁଜ୍

ମହିଳାଙ୍କୁ ଗୁଳି କରି ୮୦ ହଜାର ଟଙ୍କା ଲୁଟ୍‌,ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

ମହିଳାଙ୍କୁ ଗୁଳି କରି ୮୦ ହଜାର ଟଙ୍କା ଲୁଟ୍‌

ମହିଳାଙ୍କୁ ଗୁଳି କରି ୮୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଘରୋଇ ଫାଇନାନ୍ସ କମ୍ପାନୀର ଜଣେ ମହିଳାଙ୍କୁ ଗୁଳିମାଡ଼ କରି ଲୁଟ୍ କରି ଥିବା ଅଭିଯୋଗ ହୋଇଛି ।

ଖୋର୍ଦ୍ଧା ବେଗୁନିଆ ଥାନା ଧାନଘର ନୂଆଗାଁ ନିକଟରେ ତିନି ଜଣ ଦୃବୁର୍ତ୍ତ ଗୁଳି ମାଡ଼ କରି ଲୁଟ୍ କରିଛନ୍ତି । ମହିଳାଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟପର୍ଣ୍ଣ ହୋଇପଡ଼ିଛି ।

ଯାହାଫଳରେ ତାଙ୍କୁ ତୁରନ୍ତ ଭୁବନେଶ୍ୱରକୁ ସ୍ଥାନାନ୍ତରଣ କରାଯାଇଛି । ଦିନକୁ ଦିନ ରାଜ୍ୟରେ ଲୁଟ୍ କାରବାର ବଢୁଥିବା ବେଳେ ଦିନ ଦି’ପହରରେ ଲୁଟେରା ପୋଲିସ୍ କୁ ଚ୍ୟାଲେଞ୍ଜ କରି ଏପରି କାର୍ଯ୍ୟ କରୁଛନ୍ତି ।

ଯାହାଫଳରେ ସାଧାରଣ ରେ ଲୋକମାନଙ୍କ ମନରେ ଆତଙ୍କ ଖେଳିଯାଉଛି ।

Related posts

ନାବାଳିକାକୁ ଦୁଇ ଭାଇ ମିଶି ରେପ୍‌

Odisha Halchal

ମତ ବଦଳାଉଛି ଆମେରିକୀୟ ପାଣିପାଗ

Odisha Halchal

ଉଦଯାପିତ ହେଲା ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

Odisha Halchal

Leave a Comment