ଓଡ଼ିଶା ଖବରନ୍ୟୁଜ୍

ମଦର ଟେରେସା ସେବା ସଙ୍ଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ମଦର ଟେରେସା ସେବା ସଙ୍ଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ନୂଆପଡ଼ା:-(ରିପୋର୍ଟ:-ଚେତୁରାମ ପ୍ରଧାନୀ) କୋମନା ବ୍ଲକ ପଣ୍ଡରାପଥର ଠାରେ ଥିବା ମଦର ଟେରେସା ସେବା ସଙ୍ଗଠନ ତରଫରୁ ନୂଆପଡା ଜିଲ୍ଲାପାଳ ଅଫିସ ଠାରେ ନୂତନ ଗଠିତ ମଦର ଟେରେସା ମହିଳା ଫୋରମ ଦ୍ୱାରା ଜିଲ୍ଲାପାଳ ଓ DSSO ଙ୍କୁ ସ୍ୱାଗତ କରାଯାଇ ଥିଲା ।

ମଦର ଟେରେସା ସେବା ସଙ୍ଗଠନ ଦୀର୍ଘ ବର୍ଷ ଧରି ନୂଆପଡା ଜିଲ୍ଲା ରେ ସେବା କାର୍ଯ୍ୟକ୍ରମ ଜାରି ରଖିଛି,। ବୃକ୍ଷ ରୋପଣ, ରକ୍ତଦାନ, ସ୍ଵଛ ଭାରତ ଅଭିଯାନ, ଦିବ୍ୟାଙ୍ଗ ଗ୍ରୁପ ଗଠନ, ବାଲ୍ୟ ବିବାହ, ନିଶନିବାରଣ ଅଭିଯାନ, ନାରୀ ଶିକ୍ଷା, ବୈଶଇକ ଶିକ୍ଷା କାର୍ଯ୍ୟକ୍ରମ ଜାରି ରଖିଛି ଓ ବର୍ତମାନ ଗାଁ ଗାଁ କୁ ଯାଇ ଦିବ୍ୟାଙ୍ଗ ସେବା କାର୍ଯ୍ୟକ୍ରମ ଜାରିରଖିଛି, ଓ ମହିଳା ମାନେ ତିଆରି କରିଥିବା ଫୋଟଚିତ୍ର, handicraft, ଉଲ, ସଙ୍ଗଠନ ତରଫରୁ ପ୍ରଦାନ କରାଯାଇଥିଲା କିନ୍ତୁ ସଙ୍ଗଠନ ଆର୍ଥିକ ସ୍ଥିତି ଠିକ ନ ଥିବାରୁ ସେବା କାର୍ଯ୍ୟକ୍ରମ ରେ ବ୍ୟଘାତ ସୃଷ୍ଟି ହେଉଛି ।

ଏଣୁ ଜିଲ୍ଲା ପାଳ ଙ୍କ କିଛି ସହଯୋଗ କଲେ ସଙ୍ଗଠନ ବିଭିର୍ନ ସେବା କାର୍ଯ୍ୟକ୍ରମ କରି ଆଗେଇବ ବୋଲି ସଂଗଠନ ସମ୍ପାଦକ ପ୍ରକାଶ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ସଙ୍ଗଠନ ସମ୍ପାଦକ ଶେଷଦେବ ପ୍ରଧାନୀ,କ୍ଷମା ଭୋଇ,ଚେତୁରାମ ପ୍ରଧାନୀ, ଫାଲ୍ଗୁନୀ ବାଗ ମହିଳାଫୋରମ ମହିଳା କୁନ୍ତଳା ବେମାଲ,ସାବିତ୍ରୀ ସାମଲ, ଟେଭା ଦୀପ, ମଣିମାଳିନ ଦେବି, ସିମରାନ ନାଗ, ସ୍ୱାବର୍ଣ୍ଣି ତାଣ୍ଡି, ଦୋଳେଶ୍ୱରୀ କଟା, ଡାଳିମ କଟା, ଗୀତାଞ୍ଜଳି ଶବର,ସୁଲଚନା ରଣା,ସାବିତ୍ରୀ ମହାନନ୍ଦ, ସୋମ୍ୟ ସରାଫ, ସସ୍ମିତା ବାରିକ, କମଳିନୀ ବାରିକ, ସମସ୍ତେ ଏକତ୍ରିତ ହୋଇ ଜିଲ୍ଲାପାଳ ଓ ଡି ସ ସ ଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।

Related posts

ରାତି ୧୨ଟାରେ ଦୌଡ଼ି ଦୌଡ଼ି ଘରକୁ ଯାଉଥିଲେ ଯୁବକ,ସାହାର୍ଯ୍ୟ ପାଇଁ ପଚାରିବାରୁ କରିଦେଲେ ମନା,ଭିଡ଼ିଓ ଭାଇରାଲ

Odisha Halchal

ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବ

Odisha Halchal

ଅଳ୍ପକେ ବର୍ତିଲେ ଶହ ଶହ ଲୋକ

Odisha Halchal

Leave a Comment