ଓଡ଼ିଶା ଖବରନ୍ୟୁଜ୍

ବିପଦ ସଙ୍କୁଳ ଅବସ୍ଥାରେ କାମ କରୁଛନ୍ତି ବିଦ୍ୟୁତ୍ କର୍ମଚାରୀ

ବିପଦ ସଙ୍କୁଳ ଅବସ୍ଥାରେ କାମ କରୁଛନ୍ତି ବିଦ୍ୟୁତ୍ କର୍ମଚାରୀ

ବିପଦ ସଙ୍କୁଳ ଅବସ୍ଥାରେ କାମ କରୁଛନ୍ତି ବିଦ୍ୟୁତ୍ କର୍ମଚାରୀ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ୬ ନମ୍ବର୍ ୱାର୍ଡ ରେ ଗତ କିଛି ଦିନ ଧରି ୬ ନମ୍ବର ୱାର୍ଡ ରେ ବିଦ୍ୟୁତ୍ ସରାବରୋହ ବନ୍ଦ ରହିଥିଲା।

ଯାହା ଫଳରେ ସ୍ଥାନୀୟ ଲୋକେ ବିଦ୍ୟୁତ୍ ବିଭାଗ କୁ ଖବର ଦେଇଥିଲେ ଯାହାକି ବିଦ୍ୟୁତ୍ କର୍ମଚାରୀ ମାନେ ଆସି ବିଦ୍ୟୁତ୍ ଖୁଣ୍ଟ ରେ ଚଢୀ ବିଦ୍ୟୁତ୍ କାମ କରିବାକୁ ଯାଇ ଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ ରେ ଏକ ବିଷଧର ସାପ କୁ ଜୀବନ୍ତ ଅବସ୍ଥାରେ ଦେଖିବାକୁ ପାଇଥିଲେ ବିଦ୍ୟୁତ୍ କର୍ମଚାରୀ। ହେଲେ ସେହି ବିଷଧର ସାପକୁ ଉଦ୍ଧାର କରିବା ସହ ବିଦ୍ୟୁତ୍ କାର୍ଯ କରିଥିଲେ।

ହେଲେ ସେହି ବିଦ୍ୟୁତ୍ କର୍ମଚାରୀ ଜଣକ ଭୟ ନକରି ନିଜ ଜୀବନକୁ ବାଜି ଲଗାଇ ବିଦ୍ୟୁତ୍ କାର୍ଯ ସମାପନ କରିଥିବା ଯୋଗୁଁ ଏହା ସାଧାରଣ ମହଲରେ ପ୍ରଶଂସିତ କରାଯାଉଛି।

Related posts

ମୂଲଚାଲ ନେଲା ଭୟଙ୍କର ରୂପ

Odisha Halchal

ମଧ୍ୟାହ୍ନ ଭୋଜନ ଖାଇ ୨୫ ଛାତ୍ରଛାତ୍ରୀ ଅସୁସ୍ଥ

Odisha Halchal

ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ମୀରବାଈ ଚାନୁ

Odisha Halchal

Leave a Comment