ଓଡ଼ିଶା ଖବରନ୍ୟୁଜ୍

ଡଙ୍ଗରିଆ ଯୁବକ ମୁକ୍ତେଶ୍ଵର ହେଲେ ଅଧ୍ୟପକ

ଡଙ୍ଗରିଆ ଯୁବକ ମୁକ୍ତେଶ୍ଵର ହେଲେ ଅଧ୍ୟପକ

ରାୟଗଡା:-(ରିପୋର୍ଟ :-ପ୍ରସାଦ ସାହୁକାର)ବିଷମକଟକ ବ୍ଲକ ଓଡିଶା ସରକାରଙ୍କ ଓଡିଶା ଲୋକ ସଭା ଆୟୋଗ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଲେ ତାଲିକାରେ ପ୍ରକାଶ ପାଇଛି ରାୟଗଡା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ନିୟମଗିରୀ କୂଲ୍ରି ଗ୍ରାମ ପଞ୍ଚାୟତ ଖମ୍ବେସ ଗ୍ରାମର ବିରଳ ଜନଜାତି ଡଙ୍ଗରିଆ ଯୁବକ ମୁକ୍ତେଶ୍ଵର ଔଡାକା ପ୍ରଥମ ଥର ପାଇଁ ଜଣେ ଆଦୀବାସୀ ବିରଳ ଡଙ୍ଗରିଆ ଯୁବକ ଗଣିତ ବିଭାଗରରେ ସରକାରୀ ପ୍ରଧ୍ୟାପକ ଭାବେ କୃତକାର୍ଯ୍ୟ ହୋଇଛନ୍ତି।

ମୁକ୍ତେଶ୍ଵର ବିରଳ ଜନଜାତିର ସମ୍ପାଦୟରା ପ୍ରଥମ ଉଛ ଶିକ୍ଷିତ ଯୁବକ ଭାବେ ପରିଗଣିତ ହୋଇଛି।ସେ ନିୟମଗିରୀ ପାହାଡର ଘେରା କୂର୍ଲ ପଚାଂୟତ ଖମ୍ବେସ ଗ୍ରାମର ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ଠିକା କର୍ମଚାରୀ ସୁରେଶ ଔଡାକା ଙ୍କ ପୁତୁରା ଅଟନ୍ତି।ସେ ପାହାଡିଆ ଦୁର୍ଗମ ଓ ଉପାନ୍ତ ଅଞ୍ଚଳର ରହି ମଧ୍ଯ ସୁରେଶ ଶିକ୍ଷା ପ୍ରତି ଆଗ୍ରହ ଦେଖାଇ ନିଜ ପିଲାମାନଙ୍କୁ ଉଛ ଶିକ୍ଷିତ କରିବାର କେବେବି ପଛ ଗୁଚ୍ଥା ଦେଇ ନାହଁନ୍ତି।

ସେହିପରି ମଧ୍ଯ ମୁକ୍ତେଶ୍ଵର ନିଜ ଅଚଂଳ ପାଠ ପଡିବା ନିମେନ୍ତ ପଛେଇ ନାହଁନ୍ତି ।ଓ ଅନେକ ଛାତ୍ର ଛାତ୍ରୀ ଅନୁ ପ୍ରମାଣିତ ହୋଇ ଉଛ ଶିକ୍ଷିତ ହୋଇ ପାରିଛନ୍ତି।ଓଫି ଏସଇ ଫଳାଫଳରେ ମୁକ୍ତେଶ୍ଵର ଙ୍କ ନାମ ସ୍ଥନୀତ ହୋଇଥିବା ଖବର ବିଷମକଟକ ଅଞ୍ଚଳରରେ ଖୁସିର ଲହରୀ ଖେଲିଯାଇଛି।ମୁକ୍ତେଶ୍ଵର ଙ୍କ ସଫଳତା ପାଇଁ ଓଡିଶା ସରକାରଙ୍କ ଅନୁ ସୁଚିନ୍ତିତ ଜାତି ଓ ଜନଜାତି ଓ କଲ୍ୟାଣ ଆଇନ ମନ୍ତୀ ଜଗନ୍ନାଥ ସାରକାଙ୍କ ଅଫିଲିଫି ନିଦ୍ଦେର୍ଶକ ପି ଅର୍ଥନର ଆଦୀମ ଜନଜାତି ଯୁବ ସମାଜ ଏବଂ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ଉନ୍ନୟନ କର୍ମଚାରୀଙ୍କ ତରଫୁର ଶୁଭେଚ୍ଛାର ଜ୍ଞପନ କରିବା ସହ ତାଙ୍କର ଉଜ୍ଜ୍ବଳ ଭବିଷ୍ଯତ କାମନା କରୁଛନ୍ତି ।

 

Related posts

ଘର ଦ୍ୱାର ମୁଁହଁ ତାଲା ଭାଙ୍ଗି ଶଶୁର ଘରେ ପ୍ରବେଶ କଲା ବୋହୂ

Odisha Halchal

ଯୋଗୀ ସରକାରଙ୍କୁ ପ୍ରଶଂସା କଲେ ଅଭିନେତା ଗୋବିନ୍ଦା

Odisha Halchal

ଜିଲ୍ଲାସ୍ତରୀୟ ଆଶା, ଗାଁକଲ୍ୟାଣଏବଂ ମହିଳା ଆରୋଗ୍ୟସମିତିବାର୍ଷିକ ସମ୍ମିଳନୀ

Odisha Halchal

Leave a Comment