ଓଡ଼ିଶା ଖବରନ୍ୟୁଜ୍

ବିଜେପି ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

ବିଜେପି ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

ରାଜନୀତିରେ ପାର୍ଟି ପାର୍ଟି କୁ ଅଣ୍ଡା ମାଡ଼ ମାରିବା ଯେମିତି ଗୋଟେ ସାଧାରଣ ବିଷୟ ହୋଇଗଲାଣି ଅନେକ ଲୋକ ଅଣ୍ଡା ମାଡ଼ ସହିତ କଳାପତାକା ଦେଖାଉ ଛନ୍ତି ଆଉ ପୋଲିସ କୌଣସି କାର୍ଯ୍ୟାନୁଷଠାନ କରୁନଥିବାର ଦେଖିବାକୁ ମିଳୁଛି ।ପୋଲିସ ବାଲା ବାବୁ ମାନେ ଖାଲି ଦୁଃଖୀ ଗରିବ ଲୋକଙ୍କୁ ଡରାଇ ଧମ୍ କାଇ ତାଙ୍କ ଉପରେ ଖାଲି ଚାଳନା କରିପାରିବେ ।

ହେଲେ ଏହି ଭିଡିଓ ରେ ଆପଣ ମାନେ ପୁରା କ୍ଲିଅର୍ ଦେଖି ପାରୁଥିବେ ଯେ ବିଧାୟକଙ୍କ ଗାଡ଼ି ତାହାପୁନି ପୋଲିସ ବାଲା ବାବୁମଙ୍କ ସମ୍ବୁଖରେ ଓ କି ପ୍ରକାରେ ଚାଲିଛି ମାଡ଼ମରା ହେଲେ ବାବୁମାନେ ପୁରା ଖାମୋସ୍ କି ପ୍ରକାରେ ।ଖାଲି ସରକାରଙ୍କ ଦରମା ଖାଇ ଜାଣିଛନ୍ତି ଏପରି ବିଷୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ର ପୁଇନ୍ତଳ ପୁଇଁନ୍ତାଲା ବ୍ଲକ ଠାରେ ତାହା ପୁଣି ପୁଇନ୍ତଳା ପୋଲିସ ଫାଣ୍ଡି ସାମ୍ନାରେ ଥିବା ଧାନ ମଣ୍ଡି ଠାରେ।

ଆଜି ବଲାଙ୍ଗିର ଜିଲ୍ଲା ର ପୁଇନ୍ତଲା ବ୍ଲକ ର ଧାନ ମଣ୍ଡି କୁ ଚାଷୀଙ୍କ ଧାନ କଟଣିଁଛରଣି ପାଇଁ ନିରୀକ୍ଷା କରିବ ପାଇଁ ବିଧାୟକ ମୁକେଶ ମହାଲିଂ ଆସିଥିଲେ ହେଲେ ତାଙ୍କ ଉପରକୁ ଅଣ୍ଡା ମାଡ଼ ସହ ଆକ୍ରମଣ ହୋଇ ଥିଲା । ଆକ୍ରମଣ ଖବର ପାଇ ସଦର SDPO ମଧ୍ୟ ପହଞ୍ଚିଥିଲେ । ଏହି ଘଟଣା ଉପରେ କଣ କହୁଛନ୍ତି ଆସନ୍ତୁ ଦେଖିବା ବିଧାୟକଙ୍କ ପ୍ରତିକ୍ରିୟା ଓ ବଲାଙ୍ଗିର ସଦର SDPO ତୋଫାନ ବାଗ ଙ୍କ ପ୍ରତିକ୍ରିୟା । ଆଗକୁ ଦେଖା ଜଉ ପ୍ରଶାସନ କି ପ୍ରକାରେ ପଦକ୍ଷେପ ନେଉଛନ୍ତି ।

Related posts

ଦନ୍ତାହାତୀର ମୃତ୍ୟୁ ପାଇଁ ଦାୟୀ କିଏ?

Odisha Halchal

ମାଓବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କଲେ ଯବାନ

Odisha Halchal

ନନ୍ଦପୁର ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣା, ପୁଣି ୭ ଜଣଙ୍କୁ ଉଠାଇ ନେଲା ପୋଲିସ୍‌

Odisha Halchal

Leave a Comment