ଅପରାଧଓଡ଼ିଶା ଖବରନ୍ୟୁଜ୍

ବନ୍ଦ ଘରେ ନାବାଳିକାଙ୍କୁ ନିର୍ଯାତନା

ବନ୍ଦ ଘରେ ନାବାଳିକାଙ୍କୁ ନିର୍ଯାତନା

ଭୁବନେଶ୍ୱର :-ରାଜଧାନୀରେ ଚାଞ୍ଚଲ୍ୟ। ବନ୍ଦ ଘରେ ଜଣେ ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗ। ଖବର ପାଇ ନାବାଳିକାଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍। ମଞ୍ଚେଶ୍ବର ପୋଲିସ ସହାୟତାରେ ନାବାଳିକାଙ୍କୁ ପଳାଶୁଣି ବ୍ୟାଙ୍କର୍ସ ଇନକ୍ଲେଭରୁ ଉଦ୍ଧାର କରାଯାଇଛି ।

ନାବଳିକାଙ୍କୁ ଶାରୀରିକ ଅତ୍ୟାଚାର ଦିଆଯାଇଥିବା ଜଣାପଡିଛି। ନାବଳିକାଙ୍କ ଶରୀରରେ ରହିଛି କେତେକ ମାଡ଼ ଓ ଚେଙ୍କ ଚିହ୍ନ। ଏହାପରେ ନାବାଳିକାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘର ମାଲିକ ଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି ।

Related posts

ଅକସ୍ମାତ ଭାଙ୍ଗିଲା ବ୍ରିଜ ତଳକୁ ଖସିଲା ଦୁଇ କାର

Odisha Halchal

ଋଷ-ୟୁକ୍ରେନ୍ ଯୁଦ୍ଧ ସ୍ଥିତି: ଚିନ୍ତା ପ୍ରକଟ କଲା ଭାରତ, କୂଟନୈତିକସ୍ତରରେ ସମାଧାନ ପାଇଁ ଭାରତର ଆହ୍ୱାନ

Odisha Halchal

ଶ୍ୱଶୁର ଘରେ ବୋହୂର ଝୁଲନ୍ତା ମୃତଦେହ, ବିବାହକୁ ପୂରିନି ୨ ମାସ

Odisha Halchal

Leave a Comment