ଡ୍ରେସ୍ କିଣିବାକୁ ପଇସା ନଦେବାରୁ ମାକୁ ହତ୍ୟା

0
39
ଡ୍ରେସ୍ କିଣିବାକୁ ପଇସା ନଦେବାରୁ ମାକୁ ହତ୍ୟା
ଡ୍ରେସ୍ କିଣିବାକୁ ପଇସା ନଦେବାରୁ ମାକୁ ହତ୍ୟା

ସୁଧାରଗୃହକୁ ନେବା ବେଳେ ପୋଲିସ୍‌କୁ ଚକ୍‌ମା ଦେଇ ନାବାଳକ ଛୁ । ରାଉରକେଲା ସୁଧାରଗୃହକୁ ନେବା ବେଳେ ଲହୁଣିପଡ଼ା ନିକଟରୁ ଛୁ ଲହୁଣିପଡ଼ାରେ ଏକ ଢାବାରେ ଖାଇବା ବେଳେ ନାବାଳକ ଚମ୍ପଟ ।

ମାତୃହତ୍ୟା ଅଭିଯୋଗରେ ନାବାଳକକୁ ସୁଧାରଗୃହକୁ ନିଆ ଯାଉଥିଲା ଡ୍ରେସ୍ କିଣିବାକୁ ପଇସା ନଦେବାରୁ ମାକୁ ହତ୍ୟା କରିଥିଲା ନାବାଳକ ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.