ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର ଜୁନ୍ ୨୭ରୁ PGପାଇଁ ଆବେଦନ By Odisha Halchal - June 20, 2022 0 57 FacebookTwitterPinterestWhatsApp ଜୁନ୍ ୨୭ରୁ PGପାଇଁ ଆବେଦନ ଜୁନ୍ ୨୭ରୁ PGପାଇଁ ଆବେଦନ କମନ PG ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ଜୁନ୍ ୨୭ରୁ SAMS ଜରିଆରେ ଆବେଦନ । ଜୁଲାଇ ୧୨ ଶେଷ ତାରିଖ ଅଗଷ୍ଟ ୧ ତାରିଖରୁ ୧୩ ତାରିଖ ମଧ୍ୟରେ ସବୁ ବିଷୟର ପ୍ରବେଶିକା ପରୀକ୍ଷା ଅଗଷ୍ଟ ୨୫ ତାରିଖରେ ପ୍ରକାଶ ପାଇବ ମେରିଟ୍ ଲିଷ୍ଟ ।