ଜୁନ୍ ୨୭ରୁ PGପାଇଁ ଆବେଦନ

0
57
ଜୁନ୍ ୨୭ରୁ PGପାଇଁ ଆବେଦନ
ଜୁନ୍ ୨୭ରୁ PGପାଇଁ ଆବେଦନ

ଜୁନ୍ ୨୭ରୁ PGପାଇଁ ଆବେଦନ କମନ PG ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ଜୁନ୍ ୨୭ରୁ SAMS ଜରିଆରେ ଆବେଦନ ।

ଜୁଲାଇ ୧୨ ଶେଷ ତାରିଖ ଅଗଷ୍ଟ ୧ ତାରିଖରୁ ୧୩ ତାରିଖ ମଧ୍ୟରେ ସବୁ ବିଷୟର ପ୍ରବେଶିକା ପରୀକ୍ଷା ଅଗଷ୍ଟ ୨୫ ତାରିଖରେ ପ୍ରକାଶ ପାଇବ ମେରିଟ୍ ଲିଷ୍ଟ ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.