ଅପରାଧଦେଶ ବିଦେଶନ୍ୟୁଜ୍

ଜାମ୍ମୁ କାଶ୍ମୀର ଉଧମପୁର ତହସିଲ କାର୍ଯ୍ୟାଳୟ ନିକଟରେ ବିସ୍ପୋରଣ

ଜାମ୍ମୁ କାଶ୍ମୀର ତହସିଲ କାର୍ଯ୍ୟାଳୟ ନିକଟରେ ବିସ୍ପୋରଣ

ଜାମ୍ମୁ କାଶ୍ମୀରର ଉଧମପୁର ଅଞ୍ଚଳରେ ବିସ୍ପୋରଣରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକେ ଏଥିରେ ଆହାତ ହୋଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି । ଆହତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣର ପ୍ରକୃତ କାରଣ ଏବଂ ଉତ୍ପତ୍ତି ଜାଣିବା ପାଇଁ ଘଟଣାର ଅନୁସନ୍ଧାନ କରାଯାଉଛି।

ତେବେ ଉଧମପୁର ବିସ୍ପୋରଣ ଘଟଣଅରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଟ୍ୱିଟ୍ କରି କହିଛନ୍ତି, “ଉଧମପୁରର ତହସିଲଦାର କାର୍ଯ୍ୟାଳୟ ନିକଟରେ” ରେହରୀ “ରେ ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ଜୀବନ ଯାଇଛି । ୧୩ ଜଣ ଆହତଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାର ବର୍ତ୍ତମାନ ତଦନ୍ତ ଚାଲିଛି କେଉଁଥି ପାଇଁ ବିସ୍ପୋରଣ ଘଟିଛି ସେ ନେଇ କୌଣସି ସୂଚନା ମିଳିପାରି ନାହିଁ ।

Related posts

ବାଲ୍ୟବିବାହ ରୋକିବା ନେଇ ତିଆରି ହେଲା”ମିଶନ ଉଡ଼ାଣ”

Odisha Halchal

OREDAରେ ନିଯୁକ୍ତି ସୁଯୋଗ, ଦରମା ୪୪ ହଜାରରୁ ଅଧିକ

Odisha Halchal

ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ

Odisha Halchal

Leave a Comment