ଗୁଣିଗାରେଡି ସନ୍ଦେହରେ ଯୁବକଙ୍କ ଗଳା କାଟି ହତ୍ୟା

0
26
ଆଜି ବି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ଆଧୁନିକ ସମାଜର ଲୋକ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସେମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ବଣ୍ଡାଘାଟିରେ । ସୂଚନା ଅନୂସାରେ ଏହି ଅଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଅତି ବିଭତ୍ସ ଭାବରେ ହତ୍ୟା କରାଯାଇଛି । କିଛପଡା ଗ୍ରାମର ସମା କିର୍ଷାନି ଗତ ବୁଧବାର ରାତିରେ ଶୋଇଥିବା ସମୟରେ ରାତି ଅଧରେ ସମାଙ୍କ ଘରେ କିଛି ଦୁର୍ବୁତ୍ତ ପଶି ଏକ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଥିଲେ । ତେବେ କିଏ ଓ କାହିଁକି ହତ୍ୟା କଲା ତାର ପ୍ରକୃତ କାରଣ ଜଣାପଡିନଥିଲେ ବି ସ୍ଥାନୀୟ ଲୋକଙ୍କ ମତ ଅନୂଯାଇ ସମା ଗୁଣିଗାରେଡି କରୁଥିବାରୁ ତାଙ୍କୁ କିଛି ଲୋକ ହତ୍ୟା କରିଥାଇପାରନ୍ତି । ଏହି ଘଟଣା ପୁରା ଗାଁରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆଜି ବି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ଆଧୁନିକ ସମାଜର ଲୋକ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସେମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ବଣ୍ଡାଘାଟିରେ ।

ସୂଚନା ଅନୂସାରେ ଏହି ଅଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଅତି ବିଭତ୍ସ ଭାବରେ ହତ୍ୟା କରାଯାଇଛି । କିଛପଡା ଗ୍ରାମର ସମା କିର୍ଷାନି ଗତ ବୁଧବାର ରାତିରେ ଶୋଇଥିବା ସମୟରେ ରାତି ଅଧରେ ସମାଙ୍କ ଘରେ କିଛି ଦୁର୍ବୁତ୍ତ ପଶି ଏକ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଥିଲେ ।

ତେବେ କିଏ ଓ କାହିଁକି ହତ୍ୟା କଲା ତାର ପ୍ରକୃତ କାରଣ ଜଣାପଡିନଥିଲେ ବି ସ୍ଥାନୀୟ ଲୋକଙ୍କ ମତ ଅନୂଯାଇ ସମା ଗୁଣିଗାରେଡି କରୁଥିବାରୁ ତାଙ୍କୁ କିଛି ଲୋକ ହତ୍ୟା କରିଥାଇପାରନ୍ତି ।

ଏହି ଘଟଣା ପୁରା ଗାଁରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here