ଓଡ଼ିଶା ଖବରନ୍ୟୁଜ୍

ଅଜଣା ଗାଡି ଧକ୍କାରେ ବାଇକ ଆରୋହି ଗୁରୁତର

ଅଜଣା ଗାଡି ଧକ୍କାରେ ବାଇକ ଆରୋହି ଗୁରୁତର

କଟକ :-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ )ଅଜଣା ଗାଡି ଧକ୍କାରେ ବାଇକ ଆରୋହି ଗୁରୁତର। ଏଭଳି ଦୁର୍ଘଟଣା ଘଟିଛି କଟକ ଚାନ୍ଦବାଲି ରାସ୍ତାର ସାଲେପୁର ବଜାର ନିକଟ ବେଲହୁଡା ଛକ ଠାରେ।

ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାରକରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ସାଲେପୁର ମେଡିକାଲକୁ ଯାଇଥିଲା।

ସେଠାରେ ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ପଠାଇଦିଆ ଯାଇଛି।ବାଇକ ଆରୋହିଙ୍କ ପରିଚୟ ମିଳିପାରିନଥିବାବେଳେ ଦୁର୍ଘଟଣା ଘଟାଇଥିବା ଗାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କେଇଥିବା ସୂଚନାମିଳିଛି।

Related posts

ପ୍ରକୃତିର ବିରଳ ଦୃଶ୍ୟ

Odisha Halchal

ଟ୍ରକ ଓ ପିକଅପ ଧକ୍କା ପିକଅପ ଡ୍ରାଇଭର ଗୁରୁତର

Odisha Halchal

ଚାଲିଛି ଘମାଘୋଟ ଯୁଦ୍ଧ, ନିଜ ଦେଶ ପାଇଁ ଲଢିବାକୁ ୟୁକ୍ରେନ୍ ଫେରୁଛନ୍ତି ଅନ୍ୟ ଦେଶରେ ଥିବା ନାଗରିକ

Odisha Halchal

Leave a Comment