ଓଡ଼ିଶା ଖବରନ୍ୟୁଜ୍

ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧ

ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧ

ଭୁବନେଶ୍ୱର ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କରି ହସ୍ପିଟାଲ ନେଲା ପୋଲିସ ଫିନାଇଲ ପିଇଥିବା ବ୍ୟକ୍ତିଙ୍କ ନାଁ ରବୀନ୍ଦ୍ର ଦାସ।

ଘର ଜଗତସିଂହପୁର ପୋଲିସ ଏତଲା ରଖୁନଥିବାରୁ ମ୍ରିୟମାଣ ହୋଇ ଆତ୍ମହତ୍ୟା ଉଦ୍ୟମ ସୂଚନାନୁସାରେ ରବୀନ୍ଦ୍ରଙ୍କର କଳିଙ୍ଗ ବିହାରରେ ଏକ ଦୋକାନ ଥିଲା

ତାଙ୍କ ପାଖରେ କାମ କରୁଥିବା ଜଣେ ପିଲା ଦୋକାନକୁ ହଡ଼ପ କରିଥିଲା ଏହାକୁ ନେଇ ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ ରବୀନ୍ଦ୍ର ତେବେ ପୋଲିସ ଏତଲା ରଖୁନଥିବା ଅଭିଯୋଗ କରି ଫିନାଇଲ ପିଇଲେ ।

Related posts

ମସ୍ତିରେ ଡ୍ୟାନ୍ସ କରୁଥିଲେ ଉର୍ଫି ଜାଭେଦ, କ୍ୟାମେରା ଆଗରେ ଖସିଗଲା ଟପ୍

Odisha Halchal

ସାମନ୍ତରାପୁର ସୁନା ଦୋକାନ ଗୁଳିକାଣ୍ଡ

Odisha Halchal

ବାଙ୍କୀ ନୂଆଗାଁରେ ରାଜନୈତିକ ହିଂସା

Odisha Halchal

Leave a Comment