ଅପରାଧଓଡ଼ିଶା ଖବରନ୍ୟୁଜ୍

ମାହାଙ୍ଗା ଗଣହତ୍ୟାକୁ ନେଇ ଏବେବି ଲାଗି ରହିଛି ସସ୍‌ପେନ୍ସ, ମାମଲାର CBI ତଦନ୍ତ ଦାବି

ମାହାଙ୍ଗା, କୁସୁପୁର ଅଲେଖ ସାହୁ ପରିବାର ପାଞ୍ଚ ହତ୍ୟା ଘଟଣା ରେ ମାହାଙ୍ଗା ପୋଲିସ ତରଫରୁ ଘର କୁ ସିଲ କରିଥିବା ବେଳେ ଏକ ନୋଟିସ ଜାରିକରିଛି, ମାହାଙ୍ଗା ପୋଲିସ ଅଭିଯୁକ୍ତ ସ୍ତ୍ରୀକୁ ପଚାର ଉଚରା କରିଥିବା ବେଳେ ସ୍ଥାନୀୟ ଲୋକ ମାନେ ଏହି ହତ୍ୟା ଘଟଣା କୁ ସହଜରେ ଗ୍ରହଣ କରିପାରିନାହାନ୍ତି, ଏହି ହତ୍ୟା ଜଣ କର କାମ ନୁହେଁ ଏଥିରେ ଏକା ଧିକ ଲୋକଙ୍କ ର ସମ୍ପୃକ୍ତି ସନ୍ଦେହ କରୁଛନ୍ତି ଗ୍ରାମ ବାସୀ ମାନେ ଦାବି କରିଛନ୍ତି ସିବିଆଇ ତଦନ୍ତ ପାଇଁ।

Related posts

ଯୁଦ୍ଧରେ ମଲେଣି ୧୨ ହଜାର ରୁଷ ସୈନ୍ୟ, ୩୦୦ ଟ୍ୟାଙ୍କ ଧ୍ୱଂସ

Odisha Halchal

ଭୟଙ୍କର ଦୁର୍ଘଟଣା

Odisha Halchal

ଆମ୍ବୁଲାଏନ୍ସ ରୁ ବାହାରୁଛି ଗଂଜେଇ !

Odisha Halchal

Leave a Comment