ଓଡ଼ିଶା ଖବରନ୍ୟୁଜ୍

ମନମୁଣ୍ଡା ପୋଲିସ ପକ୍ଷରୁ ରକ୍ତଦାନ ଶିବିର

ମନମୁଣ୍ଡା ପୋଲିସ ପକ୍ଷରୁ ରକ୍ତଦାନ ଶିବିର

ବୌଦ୍ଧ:-(ରିପୋର୍ଟ :-ଆଶିଷ ବିହାରୀ ଠାକୁର )କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନ ମୁଣ୍ଡା ଥାନା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ମିଳିଥିବା ସୂଚନା ଅନୁଯାୟୀ ଆଜି ମନ ମୁଣ୍ଡା ଥାନା ଅଧିକାରୀ ଅଶ୍ଵିନୀ ଭିତିରିଆ ଙ୍କ ତତ୍ତ୍ୱାବଧାନରେ ଏକ ରକ୍ତ ଦାନ ଶିବିର ମନ ମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।

ଏହି ରକ୍ତ ଦାନ ଶିବିର ରେ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟୀ ମିନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ।

ଏହି ଶିବିରରେ ମହିଳା ଓ ପୁରୁଷ ମିଶି ରକ୍ତଦାନ କରିଥିଲେ ।ଉକ୍ତ ଶିବିରରେ ସମୁଦାୟ ମୋଟ 61 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ମନ ମୁଣ୍ଡା ହସ୍ପିଟାଲ ର ଡାକ୍ତର ଓ ନର୍ସ ଏହି ଶିବିରରେ ସହଯୋଗ କରିଥିଲେ। ପୋଲିସ ପକ୍ଷରୁ ଏପରି ଜନହିତକାରି କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ପୋଲିସ ବିଭାଗ ପ୍ରତି ଭୂରି ଭୂରି ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

Related posts

OYO ଆସୁଥିବା କପଲ୍ସଙ୍କ ଭିଡିଓ ଶୁଟିଂ ଭାଇରାଲ ଧମକ ଦେଇ ଟଙ୍କା ମାଗୁଥିଲେ

Odisha Halchal

ଦୀର୍ଘ ଦଶବର୍ଷ ଧରି କର୍ମଚାରୀଙ୍କୁ ସ୍ଥାୟୀ କେବେ

Odisha Halchal

ଲଘୁଚାପ ନିଶ୍ଚିତ ହେବ ହେଲେ ବାତ୍ୟା ଚିତ୍ର ଅସ୍ପଷ୍ଟ ରହିଛି

Odisha Halchal

Leave a Comment