ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ମତ ବଦଳାଉଛି ଆମେରିକୀୟ ପାଣିପାଗ

ମତ ବଦଳାଉଛି ଆମେରିକୀୟ ପାଣିପାଗ

ଓଡ଼ିଶା ଉପକୂଳରେ ବାତ୍ୟା ହେବ କି ନାହିଁ ଜାରି ରହିଛି ଅନିଶ୍ଚିତତା, ମତ ବଦଳାଉଛି ଆମେରିକୀୟ ପାଣିପାଗ ମଡେଲ ଜିଏଫଏସ
ଓଡ଼ିଶା ଉପକୂଳରେ ବାତ୍ୟା ହେବ କି ନାହିଁ ସେନେଇ ଜାରି ରହିଛି ଅନିଶ୍ଚିତତା। ତେବେ ପାଣିିପାଗ ଆକଳନ ସଂସ୍ଥା ସ୍କାଏ ମେଟ କହିଛି ଯେ, ଓଡ଼ିଶାରେ ବାତ୍ୟା ହେବ ବୋଲି କୌଣସି ଆକଳନ ହୋଇ ନାହିଁ ।

ହେଲେ ୱେଲମାର୍କ କିମ୍ବା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।ଯାହାର ପ୍ରଭାବରେ ୨୦ରୁ ବର୍ଷା ହୋଇପାରେ। ୨୫ ତାରିଖ ଯାଏଁ ବର୍ଷା ହେବ। ବିଶେଷକରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ । ହେଲେ ବାତ୍ୟା ହେବାର କୌଣସି ପୂର୍ବାନୁମାନ ନଥିବା କହିଛନ୍ତି ସ୍କାଏମେଟ ଅଧିକାରୀ ।

ସେପଟେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ସମାନ କଥା କହିଛନ୍ତି । ଓଡ଼ଶାରେ ବାତ୍ୟା ହେବାର ଏବେ କୌଣସି ପୂର୍ବାନୁମାନ ନଥିବା ସେ କହିଛନ୍ତି । ଅନ୍ୟପଟେ ଆମେରିକୀୟ ପାଣିପାଗ ଆକଳନ ସଂସ୍ଥା ଜିଏଫଏସ୍ ବାତ୍ୟା ପୂର୍ବାନୁମାନ ନେଇ କଥା ବଦଳାଇଛି ।

Related posts

ରୁଷିଆ ପର୍ଯ୍ୟଟକଙ୍କ ସନ୍ଦେହ ଜନକ ମୃତ୍ୟୁ

Odisha Halchal

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲା ଯୁବକ

Odisha Halchal

ରିୟାଲିଟି ଶୋ, ଦାଦାଗିରିରୁ ବିଦା ହେଲେ ଅନୁଭବ

Odisha Halchal

Leave a Comment