ଓଡ଼ିଶା ଖବରନ୍ୟୁଜ୍

ଭିନ୍ନକ୍ଷମ ପାଉନାହାନ୍ତି ସରକାରୀ ଯୋଜନା

ଭିନ୍ନକ୍ଷମ ପାଉନାହାନ୍ତି ସରକାରୀ ଯୋଜନା

ବଲାଙ୍ଗିର:-(ରିପୋର୍ଟ :-ଅଭିନାଶ ବିଶ୍ୱାଳ)ବଲାଙ୍ଗିର ସୁନସିପାଲଟି ଏରିଆ ମାଳ ଗୋଦାମ ପଢ଼ାର ଜଗୁ କୁମ୍ଭାର ୨୭ବର୍ଷଶତକଡ଼ା ୮୦ % ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥୀ ଲେ ହେ ସରକାରି ଯୋଜନାରୁ ବଞ୍ଚିତ ରହିଛନ୍ତି । ପରିବାର କହିଲେ ମା’ ଓ ୫ଭାଇଅଛିନ୍ତି ।. ତିନି ଭାଇ ବିବାହିତ ଜଗୁ କୁମ୍ଭାର ଓ ସାନଭାଇ ଅବିବାହିତ ତାଙ୍କର ଜମିବାଡି ନ ଥିବାରୁ ସରକାରି ଜାଗାରେ ରହୁଛନ୍ତି ।

ଅବିବାହିତ ୨ଦ୍ଭାଇ ମା’ କଂ ସହିତ ରହୁଛନ୍ତି । ପରିବାର ଆୟ କହିଲେ ବିପିଏଲ ଚାଉଲ ପରିବାରକୁ ୨୫କ୍ୱେଜି ଚାଉଳ ପାଉଛନ୍ତି । ଭିନ୍ନକ୍ଷମ ଜଗୁ ବଲାଙ୍ଗିର ଠାରୁ ଟିଟିଲାଗଡ଼ ପ୍ରତିଦିନ ରେଳଗାଡିରେ ଯିବାଆସିବା କରି ତାଙ୍କ .ଭିନ୍ନକ୍ଷମ ଅବସ୍ଥା ଦେଖି ଦୟା ପରବଶ ହୋଇ ଯିଏ ଯାହା ପଇସା ଦେଲା ଚଳୁଛନ୍ତି । କିନ୍ତୁ ସରକାର ଭିନ୍ନକ୍ଷମ ପାଇ ଯେଉ ସବୁ ଯୋଜନା କାର୍ଯ୍ୟକାରି କରିଛନ୍ତି ।ସେହି ସରକାରି ଯୋଜନାରୁ ଜଗୁ ବଞ୍ଚିତ ରହିଛନ୍ତି ।

ସରକାର ଭିନ୍ନକ୍ଷମ କ ପ୍ରଧାନମନ୍ତ୍ରୀ ଆବାସ ଗୃହ ସହିତ ଅର୍ନ୍ତ ଦୟ ଖାଉଟି କାଢ଼ ଯୋଗାଇ ଦେବାପାଇ ସରକାରଙ୍କୁ ଅନୁରୋଧ କରୁଛନ୍ତି । ଜଗୁ ରହିବା ପାଇଘର ଖଣ୍ଡେ ନିର୍ମାଣ କରିବା ପାଇ ଅକ୍ଷମ ଭିନ୍ନକ୍ଷମ ଜଗୁ କୁ ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦିଆଗଲେ ଜଗୁର ପରିବାର ଉପକୃତ ହୋଇ ପାରିବେ ।

Related posts

ବଜ୍ରାଘାତରେ ୨ ମୃତ ୩ ଗୁରୁତର

Odisha Halchal

୧୭ବର୍ଷ ପରେ ପରିବାରକୁ ମିଳିଲା ନ୍ୟାୟ

Odisha Halchal

ଋଷ-ୟୁକ୍ରେନ୍ ସଂଙ୍କଟ ମଧ୍ୟରେ ପ୍ରତିରକ୍ଷା ବଜେଟ୍‌କୁ ୨୩୦ ବିଲିୟନ ଡ଼ଲାରକୁ ବୃଦ୍ଧି କଲା ଚାଇନା, ଭାରତ ବଜେଟ୍‌ଠାରୁ ତିନି ଗୁଣ ଅଧିକ

Odisha Halchal

Leave a Comment