ଅପରାଧଓଡ଼ିଶା ଖବରନ୍ୟୁଜ୍

ବାଙ୍କୀ ନୂଆଗାଁରେ ରାଜନୈତିକ ହିଂସା

ବାଙ୍କୀ ନୂଆଗାଁରେ ରାଜନୈତିକ ହିଂସା

ବାଙ୍କୀ ନୂଆଗାଁରେ ରାଜନୈତିକ ହିଂସା । ହିଂସାକାଣ୍ଡରେ ୮ ଆହତ । ଆହତମାନେ ମେଡିକାଲରେ ଭର୍ତ୍ତି । ହିଂସାକାଣ୍ଡରେ ପୂର୍ବତନ ସରପଂଚଙ୍କ ସମେତ ୮ ଜଣ ଆହତ ହୋଇ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଁଚି ତଦନ୍ତ କରୁଛି। ତେବେ ଏଥିରେ ଜଡ଼ିତ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି।ଗତ ରାତିରେ ରାଜନୈତିକ ଆକ୍ରୋଶ ରଖି ଗାଁର କିଛି ଯୁବକ ପୂର୍ବତନ ସରପଞ୍ଚଙ୍କ ଘର କବାଟ ବାଡ଼େଇବା ସହ ଗାଳି ଗୁଲଜ କରିଥିଲେ। ଏନେଇ ପୂର୍ବତନ ସରପଞ୍ଚଙ୍କ ପକ୍ଷରୁ ସେମାନଙ୍କ ନାଁରେ ବାଙ୍କୀ ଥାନାରେ ଏତଲା ଦିଆଯାଇଥିଲା ।

ଆଜି ସକାଳେ କିଛି ଲୋକ ଆସି ପୂର୍ବତନ ସପଞ୍ଚଙ୍କ ଘର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ତେବେ ଆହତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

Related posts

ଶୋଇଥିଲେ ସ୍ୱାମୀ ଓ ସ୍ତ୍ରୀ, ଘରେ ନିଆଁ ଲଗାଇଲା ଜ୍ୱାଇଁ

Odisha Halchal

ଟାଟା ଷ୍ଟିଲ୍‌ ପ୍ଲାଣ୍ଟରେ ବିସ୍ଫୋରଣ, ୨ ଶ୍ରମିକ ଗୁରୁତର

Odisha Halchal

ମହଙ୍ଗା ପଡିଲା ପୋଲିସକୁ ଗାଁ ଲୋକଙ୍କ ଆକ୍ରମଣ

Odisha Halchal

Leave a Comment