ଓଡ଼ିଶା ଖବରନ୍ୟୁଜ୍

ପିକନିକ କରିବାକୁ ଯାଇ ମହାନଦୀରେ ବୁଡିଗଲେ ଛାତ୍ରୀ

ପିକନିକ କରିବାକୁ ଯାଇ ମହାନଦୀରେ ବୁଡିଗଲେ ଛାତ୍ରୀ

ସୁବର୍ଣ୍ଣପୁର:-(ରିପୋର୍ଟ:-ମଣ୍ଟୁମନ୍ତ୍ରା)ବିରମହାରାଜପୁ୍ ମହାନଦୀରେ ଅଘଟଣ । ପିକନିକ କରିବାକୁ ଯାଇ ମହାନଦୀରେ ବୁଡିଗଲେ ଛାତ୍ରୀ ।ବିରମହାରାଜପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ଆଦର୍ଶ ଶିକ୍ଷା ନିକେତନ ପକ୍ଷରୁ ମହାନଦୀକୁ ବଣ ଭୋଜି କରିବାକୁ ଯାଇଥିଲେ ।

ତେବେ ନଦୀରେ ଗାଧୋଇବାକୁ ଯାଇଥିବାବେଳେ କୌଣସି କାରଣରୁ ଛାତ୍ରୀ ଜଣକ ବୁଡି ଯାଇଥିଲେ । କିଛି ସମୟ ପରେ ତାଙ୍କୁ ଉଦ୍ଧାର କରି ବିରମହାରାଜପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘଷୋଣା କରିଥିଲେ ।

ମୃତ ଛାତ୍ରୀ ଜଣକ ଅଷ୍ଟମ ଶ୍ରେଣୀର ଛାତ୍ରୀ ଶ୍ରିଜିତା ଶୁଭଲକ୍ଷ୍ମି ମିଶ୍ର ବୋଲି ଜଣା ପଡିଛି । ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ଜଣା ପଡି ନାହିଁ । ପୁର୍ବରୁ ଛାତ୍ରୀଙ୍କ ଉଭୟ ବାପା ମାଁ ମଧ୍ୟ ଆତ୍ମହତ୍ୟା କରିଥିଲେ ।

Related posts

ପ୍ରତିଦିନ ପିଅନ୍ତୁ ପଇଡ଼ ପାଣି : ନିୟନ୍ତ୍ରଣରେ ରହିବ ରକ୍ତଚାପ, ମିଳିବ ଅନେକ ଫାଇଦା

Odisha Halchal

ବନବିଭାଗ ତରଫରୁ ୫୨ଟି କଇଁଚ ଜବତ, ଦୁଇ ଗିରଫ

Odisha Halchal

ପାଣି ସମସ୍ୟାର ସମାଧାନ ପାଇଁ ଜନସାଧାରଣଙ୍କ ଆଗୁଆ ପ୍ରସ୍ତୁତି

Odisha Halchal

Leave a Comment