ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଦେଶଦ୍ରୋହ ଆଇନର ପୁନର୍ବିଚାର ହେବ, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର

ଦେଶଦ୍ରୋହ ଆଇନର ପୁନର୍ବିଚାର ହେବ, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର

ଦେଶଦ୍ରୋହ ମାମଲାରେ ଛନ୍ଦି ହୋଇ ଅନେକ ବ୍ୟକ୍ତି ଜେଲ ଯିବା ନଜିର ରହିଛି। ଏହି ଆଇନର ମାତ୍ରାଧିକ ଅପବ୍ୟବହାର କରାଯାଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ତେବେ ଏ ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଦେଶଦ୍ରୋହ ଆଇନ(ଧାରା୧୨୪ଏ) ପୁନଃ ଯାଞ୍ଚ ଏବଂ ପୁନର୍ବିଚାର କରାଯିବ।

ସୋମବାର ସୁପ୍ରିମକୋର୍ଟଙ୍କୁ ଏହା କହିଛି କେନ୍ଦ୍ର। ଏହି ବିଦେଶ ଆଇନର ତର୍ଜମା ହେବା ଆବଶ୍ୟକ ରହିଛି ବୋଲି କେନ୍ଦ୍ର କହିଛି। ଦେଶଦ୍ରୋହ ଆଇନର ସାମ୍ବାଧାନିକ ବୈଧତା ନେଇ ସୁପ୍ରିକୋର୍ଟରେ ମାମାଲା ରୁଜୁ ହୋଇଥିଲା।ଦେଶଦ୍ରୋହ ମାମଲାରେ ଛନ୍ଦି ହୋଇ ଅନେକ ବ୍ୟକ୍ତି ଜେଲ ଯିବା ନଜିର ରହିଛି। ଏହି ଆଇନର ମାତ୍ରାଧିକ ଅପବ୍ୟବହାର କରାଯାଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ତେବେ ଏ ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର।

ଦେଶଦ୍ରୋହ ଆଇନ(ଧାରା୧୨୪ଏ) ପୁନଃ ଯାଞ୍ଚ ଏବଂ ପୁନର୍ବିଚାର କରାଯିବ। ସୋମବାର ସୁପ୍ରିମକୋର୍ଟଙ୍କୁ ଏହା କହିଛି କେନ୍ଦ୍ର। ଏହି ବିଦେଶ ଆଇନର ତର୍ଜମା ହେବା ଆବଶ୍ୟକ ରହିଛି ବୋଲି କେନ୍ଦ୍ର କହିଛି। ଦେଶଦ୍ରୋହ ଆଇନର ସାମ୍ବାଧାନିକ ବୈଧତା ନେଇ ସୁପ୍ରିକୋର୍ଟରେ ମାମାଲା ରୁଜୁ ହୋଇଥିଲା।

Related posts

ବିମାନରେ ବୋମା ଆତଙ୍କ

Odisha Halchal

ସେମରଡିହି ଜଂଗଲ ପୁଣି ଦୀର୍ଘ ଦିନ ବ୍ୟବଧାନରେ ହାତୀପଲ

Odisha Halchal

ପିକଅପ୍ ଭେନ ମାଓବାଦୀଙ୍କ କବଜାରେ

Odisha Halchal

Leave a Comment