ଅପରାଧଓଡ଼ିଶା ଖବରନ୍ୟୁଜ୍

ତିନି ଲକ୍ଷ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ହାତରେ

ତିନି ଲକ୍ଷ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ହାତରେ

ନବରଙ୍ଗପୁର:- ଜଳ ବିଭାଜିକା ଓ ମୃତ୍ତିକା ସରକ୍ଷଣ ବିଭାଗ (soil conservation) ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା ତିନି ଲକ୍ଷ ଟଙ୍କା ନେଇ ନିଜ ସରକାରୀ ଗାଡ଼ିରେ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଲକ୍ଷ୍ମୀଧର ଜେନାଙ୍କ ଗାଡିରୁ ଦୁଇ ଲକ୍ଷ ପକେଟ୍ ରୁ କୋଡ଼ିଏ ହଜାର ଓ ଘରରୁ ଏକ ଲକ୍ଷ ଟଙ୍କା ଜବତ କରିଛନ୍ତି ।ଲକ୍ଷ୍ମୀଧର ଜେନା ଓ ଗାଡ଼ି(OD 02 BZ 1296) କୁ ଅଟକ ରଖି ଅଧିକ ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ବିଭାଗ ।

ବର୍ତ୍ତମାନ ଲକ୍ଷ୍ମୀଧର ଙ୍କ ଭୁବନେଶ୍ୱର ତମାଣ୍ଡ ସ୍ଥିତ ଫାର୍ମାସିଷ୍ଟ କଲେଜ ପାଖ ଫାଲ୍ଟ ନମ୍ବର 688 ରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।

Related posts

ପଣସପଡିଆ ଛକଠାରେ ସିରିଜ ଦୁର୍ଘଟଣା

Odisha Halchal

ଏସଡିଜେଏମ୍ କୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କଲେ ଲେଡି ବ୍ଲେକ୍‌ମେଲ୍‌ ଅର୍ଚ୍ଚନା ନାଗ

Odisha Halchal

ବିଜେଡି କର୍ମୀଙ୍କ ବିଜେପି କର୍ମୀଙ୍କୁ ଭୁଜାଲି ମାଡ଼!

Odisha Halchal

Leave a Comment