Wednesday, October 5, 2022
Homeଅପରାଧତିନି ଲକ୍ଷ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ହାତରେ

ତିନି ଲକ୍ଷ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ହାତରେ

ନବରଙ୍ଗପୁର:- ଜଳ ବିଭାଜିକା ଓ ମୃତ୍ତିକା ସରକ୍ଷଣ ବିଭାଗ (soil conservation) ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା ତିନି ଲକ୍ଷ ଟଙ୍କା ନେଇ ନିଜ ସରକାରୀ ଗାଡ଼ିରେ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଲକ୍ଷ୍ମୀଧର ଜେନାଙ୍କ ଗାଡିରୁ ଦୁଇ ଲକ୍ଷ ପକେଟ୍ ରୁ କୋଡ଼ିଏ ହଜାର ଓ ଘରରୁ ଏକ ଲକ୍ଷ ଟଙ୍କା ଜବତ କରିଛନ୍ତି ।ଲକ୍ଷ୍ମୀଧର ଜେନା ଓ ଗାଡ଼ି(OD 02 BZ 1296) କୁ ଅଟକ ରଖି ଅଧିକ ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ବିଭାଗ ।

ବର୍ତ୍ତମାନ ଲକ୍ଷ୍ମୀଧର ଙ୍କ ଭୁବନେଶ୍ୱର ତମାଣ୍ଡ ସ୍ଥିତ ଫାର୍ମାସିଷ୍ଟ କଲେଜ ପାଖ ଫାଲ୍ଟ ନମ୍ବର 688 ରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର