ଅପରାଧଓଡ଼ିଶା ଖବରନ୍ୟୁଜ୍

ଜମିବାଡ଼ିକୁ କେନ୍ଦ୍ର କରି ଆକ୍ରମଣ, ସାନଭାଇର ଛୁରାମାଡ଼ରେ ବଡ଼ଭାଇ ମୃତ

ଜମିବାଡି ବିବାଦକୁ କେନ୍ଦ୍ରକରି ଦୁଇ ଭାଇଙ୍କ ମଧ୍ୟରେ ହୋଇଛି ଆକ୍ରମଣ ଓ ପ୍ରତି ଆକ୍ରମଣ । ସାନ ଭାଇର ଛୁରାମାଡରେ ମଝିଆ ଭାଇର ମୁତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଜଲ୍ଲାରପୁର ପଂଚାୟତ ଟୋଲାଗୋପିନାଥପୁର ଗ୍ରାମରେ । ଖବର ପାଇ ନିଆଳି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Related posts

ବିଜେଡି କର୍ମୀଙ୍କ ବିଜେପି କର୍ମୀଙ୍କୁ ଭୁଜାଲି ମାଡ଼!

Odisha Halchal

ବର୍ଷା ଯୋଗୁଁ କୋଷାଗୁମୁଡା ବ୍ଲକ ତଳି ଅଂଚଳରେ ବନ୍ୟା ଆଶଙ୍କା

Odisha Halchal

ଲୋକପ୍ରିୟ ସିଙ୍ଗର୍‌ ଜାନି ଜୋହାନଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

Odisha Halchal

Leave a Comment