ଜମିବାଡ଼ିକୁ କେନ୍ଦ୍ର କରି ଆକ୍ରମଣ, ସାନଭାଇର ଛୁରାମାଡ଼ରେ ବଡ଼ଭାଇ ମୃତ

0
58

ଜମିବାଡି ବିବାଦକୁ କେନ୍ଦ୍ରକରି ଦୁଇ ଭାଇଙ୍କ ମଧ୍ୟରେ ହୋଇଛି ଆକ୍ରମଣ ଓ ପ୍ରତି ଆକ୍ରମଣ । ସାନ ଭାଇର ଛୁରାମାଡରେ ମଝିଆ ଭାଇର ମୁତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଜଲ୍ଲାରପୁର ପଂଚାୟତ ଟୋଲାଗୋପିନାଥପୁର ଗ୍ରାମରେ । ଖବର ପାଇ ନିଆଳି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here